Browsing Tag

balangir news

ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ପୁରୀ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଠାରେ ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାରେ ୧୦ ଜଣିଆ ଟିମ୍‌ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ୧୭ ବର୍ଷରୁ କମ୍‌ ବାଳିକା
Read More...

ମାଁ ନିତେଇ ଧୋବଣୀଙ୍କ ଦଶହରା ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ରରଫରୁ ତା:୧୬-୧୦-୨୦୨୪, ବୁଧବାର ଦିନ ଇଷ୍ଟ ଦେବୀ ମାଁ ନିତେଇ ଧୋବଣୀଙ୍କ ଦଶହରା ପର୍ବ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳନ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ
Read More...

ଧୁମ୍‌ଧାମ୍‌ରେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ପିପି ଏକାଡେମୀ ସଭାଗୃହ ଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନକୁ ସରସ ସୁନ୍ଦର ଭାବରେ ପାଳନ କରିବା ପାଇଁ
Read More...

୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡକପ ଚାମ୍ପିୟନସିପ୍‌ର ଆୟୋଜକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତବର୍ଷ ପ୍ୟାରିସ ଅଲମ୍ପିକରେ ଭାରତ ୩ଟି ବ୍ରୋଞ୍ଜ ମେଡାଲ ଜିଣି ରେକର୍ଡ କରିଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିବାରୁ ଆଗାମୀ ୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡ ଚାମ୍ପିୟନସିପ୍‌ ଆୟୋଜନ କରିବ ବୋଲି ଏନଆର୍‌ଏଆଇର ସଭାପତି କଳିକେଶ ନାରାୟଣ
Read More...

ଅଲ୍‌ ଓଡ଼ିଶା ବ୍ୟାଡ଼ମିଣ୍ଟନ ଚାମ୍ପିୟନ୍‌ ସିପ୍‌ରେ ବଲାଙ୍ଗିରର ଦିବ୍ୟମ୍‌ଙ୍କ କମାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡ଼ିଶା ବ୍ୟାଡ଼ମିଣ୍ଟନ ଚାମ୍ପିୟନ୍‌ ସିପ୍‌ରେ ବଲାଙ୍ଗିର ମାଟିର ପୁଅ ଦିବ୍ୟମ୍‌ କେଜ୍ରିୱାଲ କମାଲ କରିବା ସହ ଚାମ୍ପିୟନ୍‌ ହୋଇଛନ୍ତି । ଦିବ୍ୟମ୍‌ ବଲାଙ୍ଗିର କଂସାରୀପଡ଼ା ନିବାସୀ ଆଦିତ୍ୟ କେଜ୍ରିୱାଲ ଓ ଶ୍ରୀମତୀ ଶୀତଲ କେଜ୍ରିିୱାଲଙ୍କ ବଡ଼ ପୁଅ
Read More...

ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କର ଶାରଦୀୟ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଆନୁକୂଲ୍ୟରେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କର ଶାରଦୀୟ ପୂଜା ସ୍ଥାନୀୟ ସାଗର କଲୋନୀ ସ୍ଥିତ ରାମଚନ୍ଦ୍ର ଭୋଇଙ୍କ ବାସଭବନରେ ମହାସମାରୋହରେ ପାଳନ ହୋଇଯାଇଛି । ଉକ୍ତ ପୂଜନୋତ୍ସବରେ ବଲାଙ୍ଗିର ସହରାଂଚଳର ସମସ୍ତ କୁଲୁତା
Read More...

ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଙ୍କରିଆପଦର ଗ୍ରାମ ପଂଚାୟତ ଠାରେ ମାଁ ମାହେଶ୍ୱରୀ ସେନାର ସକ୍ରିୟ ସଦସ୍ୟ ମନୋଜ ଖମାରୀଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର
Read More...

ଲୋକ ଉନ୍ନତି ସଂଗଠନର ତରଫରୁ ପଡ଼ିଆରୁ ବଢିଆ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶାର ସଦସ୍ୟ ସଂଗଠନ ଲୋକ ଉନ୍ନତି ସଂଗଠନ, ବଲାଙ୍ଗିର ଜିଲ୍ଲା ଟିଟିାଗଡ ବ୍ଲକର ନରେନ୍ ଗ୍ରାମ ପଞ୍ଚାୟତର ବଡପତ ରାପଳି ଗ୍ରାମରେ ପଡିଆରୁ ବଢିଆ ମେଳା ଆୟୋଜନ କରାଯାଇଥିଲା । ପଡିଆରୁ
Read More...

ଗୌରଗୋଠ ପାଟଖଣ୍ଡା ମହୋତ୍ସବ ଅବସରରେ ଲୋକଙ୍କୁ ଭେଟିଲେ ନରସିଂହ

ଜଳସେଚନ ଓ ଭୂମିହୀନଙ୍କ ସମସ୍ୟା ଶୁଣିଲେ, ସମାଧାନରେ ଦେଲେ ପ୍ରତିଶୃତିଜଳସେଚନକୁ ନେଇ ଭୁଆଁବୁଲେଇଛି ପୂର୍ବ ବିଜେଡି ସରକାର - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ଆୟୋଜିତ ହୋଇଥିବା ପାଟଖଣ୍ଡା ମହୋତ୍ସବରେ ପୂର୍ବତନ ମନ୍ତ୍ରୀ
Read More...

ଟିକ୍ରାପଡା ଗାନ୍ଧୀ ପାଠାଗାର ନବରାତ୍ର ଦୁର୍ଗାପୂଜାରେ ମହିଳାମାନଙ୍କ ଦ୍ୱାରା ସିନ୍ଦୁର ଖେଳ ସହ ବିଜୟା ଦଶମୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାର ନବରାତ୍ର ଦୁର୍ଗାପୂଜାରେ ମହିଳାମାନଙ୍କ ସିନ୍ଦୁର ଖେଳ ସହ ବିଜୟା ଦଶମୀ ପାଳନ କରିଥିଲେ । ସମସ୍ତ ଯଂଜ୍ଞ କର୍ତ୍ତା ତଥା ମହିଳାମାନେ ସମବେତ ହୋଇ ମାଁ ଦୁର୍ଗାଙ୍କୁ ସିନ୍ଦୁର ପିନ୍ଧାଇ ମାଁଙ୍କ ଆର୍ଶିବାଦ ଭିକ୍ଷା
Read More...