Browsing Tag

balangir news

ବଲାଙ୍ଗିର ଜିଲ୍ଲା ଗ୍ରାମ ପଂଚାୟତ ରାତ୍ର ଜଗୁଆଳି ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗ୍ରାମ ପଂଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳି / ମେହେନ୍ତର ସଂଘର ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ଗୋୟଲ ଧର୍ମଶାଳାରେ ଗେଥଲ କବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଆଇଟିୟୁସିର ସହଯୋଗରେ ସଂଘର ନୂତନ ଭାବରେ ନାମକରଣ
Read More...

ଦଶମତୀ ଯୁବଗୋଷ୍ଠୀ ପକ୍ଷରୁ କଣ୍ଟାପାଲିରେ ନୂଆଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା' ଦଶମତୀ ଯୁବଗୋଷ୍ଠୀ ଓ ସାଂସ୍କୃତିକ କଳାପରିଷଦ ପକ୍ଷରୁ ରବିବାର ଆଗଲପୁର ବ୍ଲକ କଣ୍ଟାପାଲିରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇନ ବିଶାରଦ ଜୟରାମ ମିଶ୍ର ମୁଖ୍ୟ ଅତିଥି ଓ ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁରୁଣା ରାଜବାଟୀ ନିବାସୀ ଧର୍ମ ପରାୟଣା ମହିଳା ଅହଲ୍ୟା ଦେବୀ(୬୭)ଙ୍କ ଆଜି ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ଶେଷ ସମୟରେ ଦୁଇ ପୁଅ ସୁରଜ ସିଂହ, କିରଣ ସିଂହ, ଦୁଇ ବୋହୁ, ଝିଅ ଶନ୍ତୁ ସିଂହ, ଜ୍ୱାଇ ସମେତ ରତ୍ନ
Read More...

ସାଲେଭଟାରେ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଚଣ୍ଡୀ ମନ୍ଦିର ପଡିଆ ଠାରେ ସପ୍ତମ ବର୍ଷ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ସର୍ବପ୍ରଥମେ ପୂର୍ଣ୍ଣମାସୀ ମନ୍ଦିର ଠାରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରଥ ବାହାରି ନଗର ପରିକ୍ରମା କରିଥିବା ବେଳେ ମହାଦେବ
Read More...

ବଲାଙ୍ଗିର ରେଞ୍ଜ ଭିତରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ଭିତରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଛି । ଗତ ୫ ଦିନ ତଳେ ବଲାଙ୍ଗିର ସଦର ରେଞ୍ଜ ଅନ୍ତର୍ଗତ ଅସୁର ଡୁଙ୍ଗୁରୀ ଜଙ୍ଗଲ ଭିତରେ ଏକ ଦନ୍ତା ହାତୀକୁ ମାରି ଦାନ୍ତ ନିଆଯାଇଥିବା ବେଳେ ପୁଣି ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ ହେଇଛି
Read More...

ଅସୁର ଡୁଙ୍ଗୁରି ଜଙ୍ଗଲରେ ହାତୀକୁ ହତ୍ୟା ପରେ ଦାନ୍ତ ଚୋରି ଘଟଣା : ୫ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବୁଧବାର ଅସୁର ଡୁଙ୍ଗୁରି ଜଙ୍ଗଲରେ ହାତୀର ମୃତଦେହ ପଡିଥିବାର ଖବର ମିଲିଥିଲା । ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ହାତୀର ଏକ ଦାନ୍ତ ଦୁର୍ବୁତ୍ତମାନେ କାଟି ନେଇଥିବାର ଦେଖିବାକୁ ମିଳିଥିଲା । ବନ ବିଭାଗ ଏହି ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି
Read More...

୫ମ ଶିବତଲା ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ମ ଶିବତଲା ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ ହୋଇଯାଇଛି । ଚୂଡାନ୍ତ ମ୍ୟାଚରେ ସମ୍ମାନିତ ଅତିଥି ଶିବତଲା ସରପଞ୍ଚ ଶୁଭଶାନ୍ତି ମାଝୀ ଓ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ହୋତା ମଞ୍ଚାସୀନ ଥିବାବେଳେ ନବୀନ ସାହୁ, ହେମସାଗର ମାଝୀ,
Read More...

ପାର୍ବଣ ଋତୁରେ ବଲାଙ୍ଗିର ପୋଲିସକୁ ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଗୋଟିଏ ଗ୍ୟାଙ୍ଗକୁ ଧରୁ ଧରୁ ଆଉ ଏକ ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ । ଗୋଟିଏ ଗ୍ୟାଙ୍ଗ ଡ଼କାୟତି ଯୋଜନା କରୁଥିବା ବେଳେ ଆଉ ଏକ ଗ୍ୟାଙ୍ଗ କଫ ସିରଫ୍‌ ବିକ୍ରି କରୁଥିଲେ । ତେବେ ଏହି ଘଟଣାକୁ
Read More...

କିରାବାହାଲ ରାଣୀପାଲି ଶକ୍ତିପୀଠରେ ନରସିଂହ ମିଶ୍ର

ମା'ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଦେବୀ ପୀଠ ମଧ୍ୟରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କିରାବାହାଲ ଓ ରାଣୀପାଲିର ମାହେଶ୍ୱରୀ ଶକ୍ତିପୀଠ ହେଉଛି ବହୁ ପ୍ରାଚୀନ । ଏଠି ମା' ଦୁର୍ଗା ମାହେଶ୍ୱରୀ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୁବେର ମହନ୍ତ ଯୋଗ ଦେଇଥିଲେ ।
Read More...