Browsing Tag

balangir news

‘ମୁହୁରି’ ପତ୍ରିକା ପ୍ରକାଶନ ପାଇଁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷାର ଏକ ଅନନ୍ୟ ପତ୍ରିକା ‘ମୁହୁରି’ ପ୍ରକାଶନ ପାଇଁ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିରର ଏକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ସମ୍ପାଦକ
Read More...

ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା : ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ସହିତ, ମାହେଶ୍ଵରୀ ଦେବୀଙ୍କ ପୀଠରେ ନବର୍ଣ୍ଣ ଲଗାଇ ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ ସମ୍ପର୍ନ୍ନ ହୋଇଯାଇଛି ।
Read More...

ଟିକ୍ରାପଡା ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରର ବରିଷ୍ଠ ସଭ୍ୟ ମହେନ୍ଦ୍ର ସାହୁଙ୍କ ବିୟୋଗରେ ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଶୋକସଭା ଆୟୋଜନ କରାଯାଇଛି । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି । ସ୍ୱର୍ଗତ ମହେନ୍ଦ୍ର
Read More...

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବିଜୟା ଦଶମୀରେ ସଞ୍ଚାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀରେ ବଲାଙ୍ଗିର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ ସଞ୍ଚାଳନ କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟାରୁ ବାହାରି ନଗର ପରିକ୍ରମା କରି ପୃଥ୍ୱୀ ରାଜ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ଅସ୍ତ୍ର ଶସ୍ତ୍ର ଘୋଷ ବାଦ୍ୟ ଶହ ସ୍ୱୟଂ ସେବକ ମାନେ ଯାଇଥିଲେ ।
Read More...

ବଲାଙ୍ଗିର ସହରର ହିନ୍ଦୁ ମୁସଲମାନ ସମ୍ପ୍ରଦାୟର ଅନନ୍ୟ ସାର୍ବଜନୀନ ଦୁର୍ଗାପୂଜା ଟିକ୍ରାପଡା ଗାନ୍ଧୀପାଠାଗାରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଟିକ୍ରାପଡା ଗାନ୍ଧୀପାଠାଗାରରେ ୫୭ତମ ଦୁର୍ଗାପୂଜା ବିଭିନ୍ନ ସମ୍ପ୍ରଦାୟ ତଥା ଧର୍ମାଲମ୍ବୀଙ୍କ ମିଳିତ ଉଦ୍ୟମରେ ଆୟୋଜନ କରାଯାଉଛି । ଚଳିତ ବର୍ଷ ୨/୧୦/୨୪ ଦିନ ବିଲ୍ଵ ବରଣ ଏବଂ ୩/୧୦/୨୪ ରେ କଳସ ଶୋଭାଯାତ୍ରା ସହ ନବରାତ୍ର ଦୁର୍ଗାପୂଜା ଆୟୋଜନ
Read More...

ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବ୍ରଜ ବିହାରୀଙ୍କ ୧୦୫ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଦ ବିଦ୍ୱାନ ବ୍ରଜ ବିହାରୀଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବଲାଙ୍ଗିର ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ମାଟିର ବରପୁତ୍ର ଋଷି ପ୍ରତିମ ବ୍ରଜବିହାରୀଙ୍କ ଚିତ୍ରପଟରେ
Read More...

‘ଓଡିଶୀ ଜ୍ୱେଲେରୀ ୱାର୍ଲଡ’ର ତୃତୀୟ ଶାଖା ବଲାଙ୍ଗିରରେ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଜଣାଶୁଣା ଗହଣା ସୋରୁମ ‘ଓଡିଶୀ ଜ୍ୱେଲେରୀ ୱାର୍ଲଡ’ର ତୃତୀୟ ଶାଖା ବଲାଙ୍ଗିର ଜଗନ୍ନାଥ ପଡାଠାରେ ଶୁଭାରମ୍ଭ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ନସରିଂହ ମିଶ୍ର, ପୌରାଧ୍ୟକ୍ଷା
Read More...

ଗବେଷକ ସନ୍ଦୀପ କୁମାର କୁଅଁରଙ୍କ ଗବେଷଣାତ୍ମକ ପୁସ୍ତକ “ଔପନ୍ୟାସିକ ବ୍ରଜବିହାରୀ : ଏକ ଅନୁଶୀଳନ ” ର…

ବ୍ରଜବିହାରୀଙ୍କ ସାହିତ୍ୟ ସମାଜ ସୁଧାରକ ପାଇଁ ଦିଗବାରେଣୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ମଣିଷ ଜୀବନ ଏକ ଦୁଃଖସମୟରେ ତଥା ବିପଦରେ ଯିବାକୁ ଲାଗିଛି । ସେଇ ବିପଥଗାମୀଙ୍କୁ ସଠିକ ପଥ ନିର୍ଦ୍ଦେଶ ସହ ମାନବ ସମାଜକୁ ଉଚିତ ଦିଶା ନିର୍ଦେଶ ଆଜିର ଲେଖକମାନଙ୍କ କର୍ତ୍ତବ୍ୟ ।
Read More...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କୁଟାସିଂହା ଦୁର୍ଗା ପୂଜା ପରିଦର୍ଶନ : ଗାଁର ବିକାଶ ଉପରେ ଆଲୋଚନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ଆଜି ଅଂଚଳର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା' ଦୁର୍ଗାଙ୍କ ଦର୍ଶନ କରି ଅଂଚଳବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ।
Read More...

ଗୋଇମୁଣ୍ଡରେ ପାର୍ବଣ ଉତ୍ସବ “ଦଶରା” ପାଳିତ : ଗାଁ ସାମ୍ୱାଦିକ ଗୌରବ ସମ୍ମାନ”ରେ ଯୁବ ସାମ୍ୱାଦିକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ସଦର ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ପାର୍ବଣ ଉତ୍ସବ"ଦଶରା" ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...