ବରଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରିପର : ଗାଡି ଡାଲା ଭିତରୁ ବାହାରୁଛି ବସ୍ତାବସ୍ତା ଜିନିଷ –…
ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବରଗଛରେ ପିଟିହୋଇ ଏକ ଟ୍ରିପର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାକଡରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ବୈପାରିଗୁଡା ଥାନା ଅନ୍ତର୍ଗତ ଦିଗାପୁର ବୈପାରିଗୁଡା ରାସ୍ତାର ପୂଜାରୀଗୁଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି!-->…
Read More...
Read More...