pr

ସିଭିଲ କୋର୍ଟ ପରିସରରେ ଇ-ଫାଇଲିଙ୍ଗ କେନ୍ଦ୍ର ଉଦ୍‌ଘାଟିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଭର୍‌ଚୁଆଲ ମାଧ୍ୟମରେ ସୁପ୍ରିମକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିଷ ଏଲ୍‌ ନାଗେଶ୍ୱର ରାଓ ଏବଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିଷ ଏସ୍‌ ମୁରଲୀଧରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜଜ୍‌ ଲୋକନାଥ ମହାପାତ୍ର, ଫେମିଲି ଜଜ୍‌ ବେଣୁଧର ପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ସିଭିଲ କୋର୍ଟ ରେଜିଷ୍ଟାର ଅମିତ କୁମାର ବାରିକ, ସିଷ୍ଟମ ଅଫିସର ଅନୀଳ ଦାସ, ନାଜିର ଶୁଭ୍ରାଂଶୁ ବାଗ୍‌, ଆଷିଷ୍ଟାଣ୍ଟ ନାଜିର ସୁବ୍ରତ କୁମାର ମିଶ୍ର, ପ୍ରଭାତ ବିଶ୍ୱାଲ ଓ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.