pakka

ଧାନ ସଂଗ୍ରହ ମଣ୍ଡିର ଭିତ୍ତିଭୂମିର ବିକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ମଣ୍ଡିଗୁଡିକରେ ଧାନ ସଂଗ୍ରହ ପ୍ରକ୍ରିୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମଣ୍ଡିଗୁଡିକର ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ। ମଣ୍ଡିଗୁଡିକରେ ଅଦିନିଆ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧାନ ସୁରକ୍ଷିତ ରଖିବା ପାଇଁ ଅଧିକ ବ୍ୟବସ୍ଥା କରାଯିବାକୁ @Coop_Odisha ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

twenty + thirteen =