pakka

ଜାତୀୟ ଡାକ୍ତର ଦିବସରେ ଡାକ୍ତର ଶିଶିର ସାହୁ ସମ୍ବର୍ଦ୍ଧିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜାତୀୟ ଡାକ୍ତର ଦିବସ ଅବରସରେ ସୋହେଲାର ଜଣାଶୁଣା ଡାକ୍ତର ଶିଶିର ସାହୁଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବର୍ଦ୍ଧିତ କରିଛନ୍ତି । ମନ୍ତ୍ରୀ ଶ୍ରୀ ସିଂ ଡାକ୍ତର ସାହୁଙ୍କ ବାସଭବନକୁ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଡାକ୍ତର ଶିଶିର ସାହୁ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସର ଗ୍ରହଣ କଲା ପରେ ତାଙ୍କ ବାସଭବନରେ ନିଶୁଳ୍କ ରୋଗୀ ସେବା କରିଆସୁଛନ୍ତି । ସୋହେଲା ଅଚଂଳରେ ସେ ଗରିବଙ୍କ ଡାକ୍ତର ଭାବେ ପରିଚିତ ଥିବା ବେଳେ ଯିଏ ବି ଯେଉଁ ପରିସ୍ଥିତିରେ ତାଙ୍କ ପାଖକୁ ଗଲେ ଡାକ୍ତର ସାହୁ ଚିକିତ୍ସା କରିଥାନ୍ତି ଏବଂ କୌଣସି ଫି ଦାବୀ କରନ୍ତି ନାହିଁ ।

jay balangir
Leave A Reply

Your email address will not be published.

four × 1 =

error: Content is protected !!