ବଲାଙ୍ଗିର ଜିଲ୍ଲାରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟିରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୩୦ରେ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩୪ ଜଣ ଏକ୍‌ଟିଭ୍‌ ରହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜି ୬୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ବଲାଙ୍ଗିର ପୌରାଂଚଳର ସାମିଲ୍‌ ଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୧, ୯ରୁ ୧, ୧୫ରୁ ୧, ୧୮ରୁ ୧, ୧୯ରୁ ୧ ଏବଂ ୨୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଝରନିପାଲି ଗ୍ରା.ପ.ରୁ ୧, ରୋତ୍‌ ଗ୍ରା.ପ.ରୁ ୧, ଡୁଡ଼ୁକା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୨, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୫, ଖଲିପଥର ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ କୁତୁର୍ଲା ଗ୍ରା.ପ.ରୁ ୨, ରାମଚନ୍ଦ୍ରପୁର ଗ୍ରା.ପ.ରୁ ୨, ରୁଷୁଡ଼ା ଗ୍ରା.ପ.ରୁ ୫, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୨ରୁ ୧, ୭ରୁ ୧, ୧୪ରୁ ୧, ଲୋଇସିଂହା ବ୍ଲକ୍‌ କୁଶଙ୍ଗ ଗ୍ରା.ପ.ରୁ ୫, ଲୋଇସିଂହା ଗ୍ରା.ପ.ରୁ ୨, ବୁଢ଼ିପଦର ଗ୍ରା.ପ.ରୁ ୧ ଓ ଯୋଗୀସଡର଼୍ା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ତମିଆଁ ଗ୍ରା.ପ.ରୁ ୧ ଓ ଗେର୍ଡା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ୧, ସଇଁନ୍ତଲା ବ୍ଲକ୍‌ ଧରବ୍‌ଗଡ଼ ଗ୍ରା.ପ.ରୁ ୨, ସଇଁନ୍ତଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ମନିଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲି ୱାର୍ଡ ନଂ. ୨ରୁ ୩, ୪ରୁ ୨, ୮ରୁ ୧, ତୁରେକେଲା ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ୯ ଜଣ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.