Daily Archives

ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଶିକ୍ଷା ବ୍ୟବସ୍ଥା ସୁଦୃଢ ନହେଲେ ସମାଜ ଅନ୍ଧକାର ଭିତରକୁ ଠେଲି ହୋଇଯିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ କହିଛନ୍ତି ଯେ, କଥାରେ ଅଛି ଯଦି
Read More...

ପଶ୍ଚିମ ଓଡିଶା କଳାକାର ସଂଘ ଦ୍ୱାରା ନୂଆ ଭେଟି କଳାକାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକି ବିବାହ ମଣ୍ଡପଠାରେ ପଶ୍ଚିମ ଓଡିଶା କଳାକାର ସଂଘ ଦ୍ୱାରା ନୂଆ ଭେଟି ଓ କଳାକାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କଣ୍ଠଶିଳ୍ପୀ ରୁକୁ ସୁନା, ଦିଲିପ ଦୀପ, ଲଖନ୍‌ ନନ୍ଦ, ପ୍ରଯୋଜକ ଦେବେନ୍ଦ୍ର ସାହୁ, ଯୁବ ସଂଗଠନର ସଭାପତି ବିନୋଦ
Read More...

କ୍ରୀଷ୍ଣା ବିକାଶ ଏନ୍‌ସିସି ଛାତ୍ର ଅଂଶୁମାନ ମହାପାତ୍ରଙ୍କ ସଫଳତା

ବରଗଡ଼, (ନିରୋଜ କୁମାର ପାଣୀ) : କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଏନ୍‌ସିସି ଛାତ୍ର ଅଂଶୁମାନ ମହାପାତ୍ର ଆର୍‌ଡିସି କ୍ୟାମ୍ପ୍ ପାଇଁ ମନୋନୀତ ହୋଇ ମାନପତ୍ର ସହିତ ୫୦୦୦ ଟଙ୍କାର ପୁରସ୍କାର ରାଶି ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ
Read More...

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ମହୋତ୍ସବ ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ଉଦ୍‌ଘାଟନ ଉତ୍ସବ ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ମହାବିଦ୍ୟାଳୟର ଅଧକ୍ଷ ରାଜେନ୍ଦ୍ର ପୁରୋହିତଙ୍କ
Read More...

ଗିରଫ ହେଲା ଲକ୍ଷ ଲକ୍ଷ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେଇଥିବା ଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗିରଫ ହେଲା ଲକ୍ଷ ଲକ୍ଷ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେଇଥିବା ଠକ । ଆଜି ଅପରାହ୍ଣରେ ବଲାଙ୍ଗିର ଟାଉନ୍‌ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସୂଚନା ଦିଆଯାଇଛି । ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧଙ୍କ
Read More...

ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା ଆଜି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ଭୋଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ
Read More...

ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ । ଗତକାଲି ପୂର୍ବାହ୍ଣରେ ବଲାଙ୍ଗିର ଟିଟିଲାଗଡ଼ ରୋଡ଼ ଶାସ୍ତ୍ରୀନଗର ଛକରେ ହାଇୱା ଧକ୍କାରେ ଦେଓଗାଁ ବ୍ଲକ ଛତାପିପଲର ବିଭୁତି ଭୂଷଣ କଲତାଙ୍କ ମୃତ୍ୟୁ ଘଟିଥିବା ବେଳେ
Read More...

ଭବାନୀପାଟଣାଠାରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍‌ ସେବା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ହେବ ସହଜ ଓ ସୁଗମ…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନା ଅନ୍ତର୍ଗତ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସନ୍ଧ୍ୟା ୫ଟା ସମୟରେ ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ
Read More...

ସାମ୍ବାଦିକଙ୍କୁ ପେନ୍‌ସନ୍ ଓ ସୁରକ୍ଷା ଆଇନ ଦାବି କଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ ପେନ୍‌ସନ୍‌ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ଜିଲ୍ଲା ଶାଖା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍‌
Read More...

ଇଭିଏମ୍ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇଭିଏମ୍ ଓ ଭିଭିପାଟ ସଚେତନ ରଥକୁ ଗୁରୁବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ଆସନ୍ତା ସାଧାରଣ ନିର୍ବାଚନରେ ଅନେକ ନୂଆ ଓ ଯୁବବର୍ଗର ଭୋଟର୍‌ ଭୋଟ ଦେବାକୁ ଯାଉଥିବା ବେଳେ ଇଭିଏମ୍‌ର ବ୍ୟବହାର ଓ ଭିଭିପାଟର
Read More...
error: Content is protected !!