Daily Archives

ପୁଣି କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ପ୍ରଶାସନ ପକ୍ଷରୁ କଫ୍‌ ସିରପ୍‌ ଚୋରା ଚାଲାଣକାରୀଙ୍କୁ ଧରପଗଡ଼ର ଅନ୍ତ ଘଟୁନାହିଁ । ପୋଲିସର ଏତେ ତନାଘନା ପରେ ବି କଫ୍‌ ସିରପ୍‌ ମାଫିଆମାନେ ସକ୍ରିୟ ରହିବା ସହରବାସୀଙ୍କୁ ଚକିତ କରୁଛି । ଆଜି ପୁଣି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ଦ୍ୱାରା ୧୮…
Read More...

ଗୋମାଂସ ବିକ୍ରି : ୩ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସର୍ଗୀବାହାଲ ଅଞ୍ଚଳରେ ଗୋମାଂସ ବିକ୍ରି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ସର୍ଗୀବାହାଲ ଗ୍ରାମର ମୁରଳୀଧର ମେହର ଓ କୃପା ମେହର(ରୋହିଦାସ) ଏକ ବଳଦକୁ ଟାଙ୍ଗିଆରେ…
Read More...

ଅସହାୟ ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ନିରୀହ ଲୋକମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନଙ୍କ ଠାରେ ପ୍ରଶାସନିକ ଅବହେଳା ଯୋଗୁଁ ପହଞ୍ଚି ପାରୁନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି । ବରଗଡ଼…
Read More...

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରଦର୍ଶନ ଅଭିଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଏବେ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ଗତ ୧୬ ତାରିଖ ମଧ୍ୟରାତ୍ରୀରେ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା ଘଟିଛି । ତାହା ପୁଣି ଏକ ଘରୋଇ ମେଡିକାଲ ପରିସରରେ ଘଟିଥିଲେ ହେଁ ଘଟଣାର ଚାରି ଦିନ ପରେ ବି ପୋଲିସ ଚୁପ ବସିଥିବାରୁ…
Read More...

କୂଳ ଲଂଘୁଛି ସମୁଦ୍ର

ଗଞ୍ଜାମ, (କେପିଏନ୍‌ଏସ୍‌) : କୂଳ ଲଂଘୁଛି ସମୁଦ୍ର । ପ୍ରତିବର୍ଷ ଅଶାନ୍ତ ସମୁଦ୍ର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତରେ ଅଧିକ କ୍ଷୟକ୍ଷତି କରୁଥିବା ନଜିର ରହିଛି । ଶୁକ୍ରବାର ଅଶାନ୍ତ ସମୁଦ୍ରିକ ଜୁଆର କୂଳ ଲଙ୍ଘିବା ଫଳରେ ପୋଡମପେଟା ଓଡ଼ିଆରପି କଲୋନୀବାସୀ…
Read More...

ବରଗଡ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ଚର୍ଦାପାଲି ଗ୍ରାମପଂଚାୟତ ପରିଦର୍ଶନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନସ୍ଥ ଚର୍ଦାପାଲି ଗ୍ରାମପଂଚାୟତ ପରିଦର୍ଶନରେ ବରଗଡ ଜିଲ୍ଲାର କାର୍ଯ୍ୟରତ ପ୍ରୋଜେକ୍ଟ ଡାଇରେକ୍ଟର କୃତିବାସ ରାଉତ ଆସି ଏଠାରେ ଚାଲିଥିବା ସରକାରଙ୍କ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।…
Read More...

କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମରେ କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ କରାଯାଇଛି । ଏହି ଦୋକାନରେ ହେଲଥ କେୟାର, ଏନିମଲ କେୟାର, ଚାଷୀ ଔଷଧ, କସମେଟିକ, ଗ୍ରୋସରୀ ସାମଗ୍ରୀ ସବୁ ଉପଲବ୍ଧ । କେଭା କମ୍ପାନୀର ସମସ୍ତ ଦ୍ରବ୍ୟ ଦେଶ ତଥା ବିଦେଶର ସାର୍ଟିଫିକେଟ…
Read More...

କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି : ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ

ମୁମ୍ବାଇ : ଜଣାଶୁଣା ଫିଲ୍ମ ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ କହିଛନ୍ତି, କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି । ‘କାର୍ଗୋ’ ଏବଂ ‘ଦ ଗାନ୍‌ ଗେମ୍‌’ ଭଳି ଡିଜିଟାଲ୍‌ ରିଲିଜ୍‌ରେ ଦର୍ଶକଙ୍କୁ ବିମୋହିତ କରିଥିବା ଫିଲ୍ମ ଅଭିନେତ୍ରୀ ଶ୍ୱେତା କହିଛନ୍ତି,…
Read More...

ସନ୍ତସନ୍ତିଆ ରାସ୍ତା ପାଣି କାଦୁଅରେ ପରିପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୩ ନମ୍ବର ୱାର୍ଡ କେନାଲ ପଡାର ରାସ୍ତା ବିପର୍ୟ୍ୟସ୍ତ ହୋଇପଡ଼ିଛି । ପାଖରେ ନଳକୂପ ଥିବାରୁ ରାସ୍ତାରେ ପାଣି ଜମି ପାଣି କାଦୁଅରେ ପୂର୍ଣ୍ଣ ହୋଇପଡିଛି । ଲୋକମାନଙ୍କର ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ।…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭୮ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୩୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୯ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ.୨ରୁ ୨, ୫ରୁ ୧, ୮ରୁ ୧, ୯ରୁ ୧୮, ୧୦ରୁ ୨, ୧୫ରୁ ୩,…
Read More...