Daily Archives

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ ସ୍ଥିତି ପୂରାପଦ୍ଭରି ବିଗଡି ଯାଇଛି । ଏହାକୁ ସଜାଡିବା ପାଇଁ କେନ୍ଦ୍ର ସରକାର ପର୍ୟ୍ୟାୟ କ୍ରମେ ଅନ୍ ଲକ୍ ଘୋଷଣା କରି ଆସୁଛନ୍ତି । ରାଜ୍ୟ…
Read More...

ପବିତ୍ର ଗଙ୍ଗା ନଦୀକୁ ନିର୍ମଳ କରିବା ଲାଗି ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ନମାମି ଗଙ୍ଗେ ମିଶନ କାରଣରୁ ବିଗତ ଛଅ ବର୍ଷରେ ଉତ୍ତରାଖଣ୍ଡରେ ଦୂଷିତ ଜଳ ବିଶୋଧନ କ୍ଷମତା ଚାରିଗୁଣ ବୃଦ୍ଧି• ବିଗତ ୬ ବର୍ଷରେ ଗଙ୍ଗା ନଦୀରେ ମିଶିଥିବା ୧୩୦ଟି ନାଳ ବନ୍ଦ• ପ୍ରଥମ ଗଙ୍ଗା ନଦୀ ସଂଗ୍ରହାଳୟ ‘ଗଙ୍ଗା ଅବଲୋକନ’ ଉଦଘାଟିତ• ଅକ୍ଟୋବର ୨ ତାରିଖ ଠାରୁ ୧୦୦ ଦିନିଆ ସ୍ୱତନ୍ତ୍ର…
Read More...

ଭାରତର କୋଭିଡ ସୁସ୍ଥ ହାର ୮୩ ପ୍ରତିଶତ ଅତିକ୍ରମ କଲା : ସକ୍ରିୟ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ୪୧.୫ ଲକ୍ଷ ଅଧିକ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କୋଭିଡ ସୁସ୍ଥଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ନୂଆ ମାମଲା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଏହାସହିତ ଭାରତର କୋଭିଡ ସୁସ୍ଥ ହାର ମଙ୍ଗଳବାର ୮୩ ପ୍ରତିଶତ ଅତିକ୍ରମ କରିଛି ।ଗତ ୨୪ ଘଣ୍ଟାରେ ଦେଶରେ ୭୦,୫୮୯ ନୂଆ ମାମଲା ଚିହ୍ନଟ…
Read More...

କବିତା : ମାଁର ଦୁଖ୍

ବଂଶୀଧର ମାଝୀକିଏ ବୁଝି ପାରବା ମାଁର ଦୁଃଖକାଂଦସି କାଏଁ ଯେ ପୁର୍‌ଥିଯେ ବୁଝି ପାରସି ଆତ୍‌ମାର ଲୁହୁନେତାର ପଛେ କିହେ ନାଇଁ । ଚାଲିଛେ ଯେତେ ପାପର ଖେଲ୍‌ସବୁ ଦେଖୁଛେ ଧରମ୍ ଦେବତାରକତ ଦେଇ ଜମନ୍ ହେଇଛୁ ଯାହାକେସେ କରି ଦେଇଛେ ଏକଲା । ବାଦଲ୍‌କେ ଦେଖି କହୁଛେ ମାଏଟମଉଲା ପୁର୍‌ଥିର…
Read More...

ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ବୋଟାନି ବିଭାଗରେ ଟପ୍ପର ହେଲେ ଶୁଭ୍ରାଂଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ୬ଟି କ୍ୟାମ୍ପସ୍‌ ଥିବାବେଳେ ଭୁବନେଶ୍ୱର କ୍ୟାମ୍ପସ୍‌ରେ ଥିବା ପିଜି ବୋଟାନି ବିଭାଗରେ ଟପ୍ପର ହୋଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମର ଦିଲ୍ଳୀପ ସାହୁଙ୍କ ଝିଅ ଶୁଭ୍ରାଂଶୀ ସଂଶ୍ଲିଷ୍ଟା ସାହୁ ।…
Read More...

କରୋନା ପରେ ‘କେଟ୍‌ କ୍ୟୁ ଭାଇରସ୍‌’ : ଆଇସିଏମ୍‌ଆର୍‌ର ଚେତାବନୀ, ଭାରତରେ ଆତଙ୍କ ସୃଷ୍ଟି କରିପାରେ ନୂଆ ଚୀନ୍‌…

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ସହ ସାରା ବିଶ୍ୱ କରୋନା ଭାଇରସ୍‌ କବଳରୁ ବଂଚିବା ପାଇଁ ଲଢେ଼ଇ କରୁଥିବା ବେଳେ ଅନ୍ୟପଟେ ଚୀନ୍‌ର ନୂଆ ଭାଇରସ୍‌ର ଆତଙ୍କ ବିଶ୍ୱ ଉପରେ ଚକ୍‌କର୍‌ କାଟିବା ଆରମ୍ଭ କଲାଣି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସଂଧାନ ପରିଷଦ (ଆଇସିଏମ୍‌ଆର୍‌) ଭାରତ ସରକାରଙ୍କୁ ଚେତାବନୀ…
Read More...

ଗିରଫ ହେଲେ ବୌଦ୍ଧର ଡେପୁଟି କଲେକ୍ଟର ଶରତ ବାଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ପୋଲିସ୍ । ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ନେଇ ଝାରସୁଗୁଡା ବିଟିଏମ ପାଣ୍ତିରେ ଅଭିଯୋଗ କରିଥିଲେ ତାଙ୍କ ଧର୍ମପତ୍ନୀ । ପତ୍ନୀଙ୍କ ‌ଦ୍ୱାରା ଶରତଙ୍କ ନାମରେ ନିର୍ୟ୍ୟାତନା ଅଭିଯୋଗ ହେବା…
Read More...

ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଅର୍ବାଜ୍‌ ଖାନ୍‌ ମକଦ୍ଦମା ରୁଜୁ କଲେ

ମୁମ୍ବାଇ : ଅଭିନେତା ତଥା ଫିଲ୍ମ୍‌ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅର୍ବାଜ ଖାନ ମାନହୀନ ମାମାଲା ରୁଜୁ କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏବଂ ତାଙ୍କ ମ୍ୟାନେଜର୍‌ ଦିଶାଙ୍କ ମୃତ୍‌୍ୟୁ ମାମାଲାରେ ତାଙ୍କ ନାଁ ଯୋଡିବାରୁ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ…
Read More...

ଅନୁରାଗଙ୍କ ଅସଦାଚରଣ ମାମଲା : ରାଜ୍ୟପାଳଙ୍କୁ ଭେଟିଲେ ପାୟଲ ଘୋଷ

ମୁମ୍ବାଇ : ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ୍‌ ର୍ନିମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମାଲାକୁ ନେଇ ମହାରାଷ୍ଟ୍ରର ରଜ୍ୟପାଲ ଭଗତ ସିଂକୁ ଭେଟିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିନେତ୍ରୀ ପାୟଲ କହିଛନ୍ତି ।…
Read More...

ମଲି ମହକନ୍ ପକ୍ଷରୁ କୋଶଲି ସଂସ୍କୃତି ଦିନ୍ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କୋଶଲାଞ୍ଚଳର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର କୋଶଲି ସଂସ୍କୃତି ଦିନ୍ ପାଳନ କରାଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳର "ମଲି ମହକନ୍" ପକ୍ଷରୁ ସଂପାଦକ ବଂଶୀଧର ମାଝୀଙ୍କ ିତତ୍ତ୍ୱାବଧାନରେରେ ଏକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବିତା ଆସରରେ…
Read More...