ଅନୁରାଗଙ୍କ ଅସଦାଚରଣ ମାମଲା : ରାଜ୍ୟପାଳଙ୍କୁ ଭେଟିଲେ ପାୟଲ ଘୋଷ

ମୁମ୍ବାଇ : ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ୍‌ ର୍ନିମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମାଲାକୁ ନେଇ ମହାରାଷ୍ଟ୍ରର ରଜ୍ୟପାଲ ଭଗତ ସିଂକୁ ଭେଟିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିନେତ୍ରୀ ପାୟଲ କହିଛନ୍ତି । ଏନେଇ ପାୟଲଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟପାଲଙ୍କୁ ନିବେଦନ କରିଥିଲେ । ନିଶ୍ଚୟ ରାଜ୍ୟପାଳ ପଦକ୍ଷେପ ନେବେ ବୋଲି ପାୟଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହିତ ରାଜ୍ୟପାଳଙ୍କୁ ଭେଟିବାର ଫଟୋ ମଧ୍ୟ ନିଜର ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.