Daily Archives

ଅର୍ଥନୀତି ଅଧ୍ୟାପକ ଡଃ କବିରାଜ ଭୋଇ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ, ତାଙ୍କର ସେବା, ଶିକ୍ଷା, ସାହିତ୍ୟ ଓ ଗ୍ରାମୀଣ ଅର୍ଥନୀତିରେ ଅବଦାନ ଯୋଗୁଁ ନିକଟରେ ଡଃ. ଏସ୍‌. ରାଧାକୃଷ୍ଣନ୍‌ ରିସାର୍ଚ୍ଚ ଏବଂ ଡବଲଭମେଣ୍ଟ ବେଙ୍ଗଲୁରୁ ଦ୍ୱାରା ମନୋନିତ ହୋଇ
Read More...

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜାର ଆତ୍ମସମର୍ପଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି । ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ
Read More...

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡିର ୨୫ ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଓ.ୟୁ.ଏ.ଟି.ର ସମ୍ପ୍ରସାରଣ ଶିକ୍ଷାର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ର ଅଭାଷୀ ମାଧ୍ୟମରେ ଏହି ବୈଠକରେ
Read More...

ମୁରିବାହାଲ ବ୍ଲକରେ ମଣ୍ଡି ଖୋଲିବାରେ ବହୁ ବିଳମ୍ବ : ଚାଷୀଙ୍କଠାରୁ ଅତି କମ୍‌ ଦରରେ ଧାନ କିଣି ବେଆଇନ ଗଚ୍ଛିତ…

ଏଫ୍‌ଏକ୍ୟୁମାନର ଧାନ ସଂଗ୍ରହ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତଅବ୍ୟବସ୍ଥାରେ ମୁରିବାହାଲ ଆର୍‌ଏମ୍‌ସିସୁରୁଖୁରୁରେ ଧାନକିଣା ନେଇ ପ୍ରଶାସନର ନିର୍ଭର ପ୍ରତିଶୃତି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମୁରିବାହାଲ
Read More...

ରାଉରକେଲାର ଶ୍ରୁତିକା ବିଶ୍ୱ ତାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହଂକଂରେ ହେବାକୁ ଥିବା ବିଶ୍ୱ ତାଏକୋଣ୍ଡୋ ଚାମ୍ପିଅନସିପରେ ଭାରତରୁ ଶ୍ରୁତିକା ଦେବେସୀ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ମିଳିଛି । ୧୭ ବର୍ଷରୁ କମ୍ ବର୍ଗରେ ସେ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପରିବର୍ଦ୍ଧିତ କାର୍ଯ୍ୟାଳୟକୁ ମହାସଭାର ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହା ସହ ଶ୍ରୀ
Read More...

ବିକାଶ ଖୋଜୁଛି ଭୈରବଗଡ଼ ପଞ୍ଚାୟତର ଲଦିପଙ୍ଗା ଗାଁ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ୨୪ ବର୍ଷ ବିଜେଡ଼ି ସରକାରର ଶାସନ ପରେ ନୂତନ ଭାବେ ଓଡିଶାରେ ବିଜେପି ସରକାର ଶାସନ କଲାଣି । ତଥାପି ବିକାଶ ଖୋଜୁଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ, ଭୈରବଗଡ଼ ପଞ୍ଚାୟତର ଲଦିପଙ୍ଗା ଗାଁ । ଏହି ଗାଁର ଗ୍ରାମବାସୀ ନିରୀହ, ସରଳ ଓ ବିଶ୍ୱାସୀ ହୋଇଥିବା
Read More...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ‘ଶତ୍ରୁ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ.କେ.ଫିଲ୍ମସ୍‌ର ଓଡ଼ିଆ/କୋଶଲୀ ଚଳଚ୍ଚିତ୍ର ପୁରସ୍କାରରେ ଦୁଇଟି ବିଭାଗରେ ପୁରସ୍କାର ମିଳିଛି । ଏହା ବଲାଙ୍ଗିର ପାଇଁ ଗୌରବ ଆଣିଦେଇଛି । ଅଶୋକ ମିଶ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅଶୋକ ମିଶ୍ର ଓ ହିମାଂଶୁ ଖମାରୀ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଗୀତ
Read More...

ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ଧାନ, ଭାଙ୍ଗିଗଲା ଚାଷୀର ସ୍ୱପ୍ନ

ନୂଆପଡ଼ା, (ଅଜିତ ବେହେରା) : ପଶ୍ଚିମ ଓଡ଼ିଶାର ମୁଖ୍ୟ ଚାଷ ହେଉଛି ଧାନ ଚାଷ । ଧାନ ଚାଷ କରି ଚାଷୀ ନିଜେ ଚାଲିବା ସହ ଅନ୍ୟ ଲୋକମାନଙ୍କୁ ମଧ୍ୟ ଅନ୍ନ ଯୋଗାଇଥାନ୍ତି । ହେଲେ ଆଖି ପିଛୁଲାକେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଧାନ ଜଳି ପାଉଁଶ ହୋଇ ଯାଇଥିବାର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା
Read More...

ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୦୫୨ ଜଣ ରୋଗୀଙ୍କୁ ସାଲେଭଟାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବରିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୋାପø ଜୟନ୍ତୀ ସମାରାହ ଉପଲକ୍ଷେ ଏହା ଅନୁଷ୍ଠିତ ହୋଇଥିଲା । ବିକାଶ ମଲଟି ହସପିଟାଲର ମେଡିସିନ୍‌,
Read More...