Daily Archives

ସଇଁତଲାରେ ଡେଙ୍ଗୁ ସଂଖ୍ୟା ୪୧ ବୃଦ୍ଧି, ରାଜ୍ୟସ୍ତରୀୟ ଡାକ୍ତରୀ ଟିମର ତଦାରଖ, ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ

ସଇଁତଲା : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି । ଏ ନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗିର, ସଇଁତଲା ପରେ ଭୁବନେଶ୍ୱର ଡାକ୍ତରୀ ଟିମ ପହଂଚି ତଦାରଖ କରଥିଲେ । ଗତ ଶନିବାର ଦିନ ଉକ୍ତ ଗୋପବନ୍ଧୁପଡାର
Read More...

ଜିଲ୍ଲା ଯାଦବ ମହାସଭା ଓ ପୌରାଞ୍ଚଳ ଯାଦବ ମହାସଭା ତରଫରୁ କଣ୍ଟାବାଞ୍ଜି ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଯାଦବ ମହାସଭା ଓ ପୌରାଞ୍ଚଳ ଯାଦବ ମହାସଭା ତରଫରୁ କଣ୍ଟାବାଞ୍ଜି ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ନମ୍ବର ୱାନ ନେତା ବୋଲାଉଥିବା ନବୀନ ପଟ୍ଟନାୟକଙ୍କୁ ହରାଇଥିବା
Read More...

୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିରର ଦ୍ଵାବିଂଶ ସଂଖ୍ୟା ଅଘରିଆ ଜ୍ୟୋତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜଗନ୍ନାଥ ପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିରର ଦ୍ଵାବିଂଶ ସଂଖ୍ୟା ଅଘରିଆ ଜ୍ୟୋତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ସମାଜର ଅଧିଷ୍ଠାତା ପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା ପରେ ସଭାପତି
Read More...

ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା :
ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ୟେଲୋ
Read More...

ଇଲେକ୍ଟ୍ରୋନିକ୍ସ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ହଂସପାଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଗୋଦାମଟି ନିଆଁରେ ପୋଡି ଛାରଖାର ହୋଇଯାଇଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସଂଧ୍ୟା ବେଳକୁ ନିଆଁ ବ୍ୟାପିଥିଲା । ଗୋଦାମରେ ଫ୍ରିଜ ଏବଂ ଅନ୍ୟାନ୍ୟ
Read More...

ଏନ୍‌କାଉଣ୍ଟରରେ ୨ ଯବାନ ସହିଦ : ୪ ଆତଙ୍କବାଦୀ ନିପାତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ହୋଇଥିବା ଏକ ପୃଥକ ଏନ୍‌କାଉଣ୍ଟରରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଅଧିକାରୀମାନେ କହିଛନ୍ତି । ଦକ୍ଷିଣ କାଶ୍ମୀର ଜିଲ୍ଲାରେ
Read More...

ଆନ୍ତର୍ଜାତୀୟ ଶାନ୍ତି ଏବଂ ପ୍ରେମ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାରା ବିଶ୍ୱରେ ସକରାତ୍ମକ ଶକ୍ତି ବିସ୍ତାର କରିବା ପାଇଁ 'ଆନ୍ତର୍ଜାତୀୟ ଶାନ୍ତି ଏବଂ ପ୍ରେମ ଦିବସ' ଜୁଲାଇ ୭ରେ ପାଳନ କରାଯାଏ । ଶାନ୍ତି ଏବଂ ପ୍ରେମ ପ୍ରତିଷ୍ଠା ପାଇଁ କୌଣସି ମୂଲ୍ୟ ଦେବାକୁ ପଡେ ନାହିଁ, କିନ୍ତୁ ଏହାର ଶକ୍ତି ସୁଦୂର ପ୍ରସାରୀ ଅଟେ
Read More...

ପୁରୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ବାହାରିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି । ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ମହାମହିମ । ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ
Read More...

କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ଅବସରରେ ଚାରାରୋପଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଜୁଲାଇ ମାସର ପ୍ରଥମ ସପ୍ତାହକୁ ବିଶ୍ୱ ବନ ମହୋତ୍ସବ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷିରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସିଭିଲ୍‌ କୋର୍ଟ ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବନୀକରଣ କରାଯାଇଛି । ଏହି ବନୀକରଣରେ ସ୍ଥାନୀୟ ସିଭିଲ୍‌ କୋର୍ଟର
Read More...

ଗଞ୍ଜାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ମଧ୍ୟଖଣ୍ଡ ସାହିସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ନିକଟରେ ପାଳିତ ହୋଇଯାଇଛି । ଗଞ୍ଜାମ ପ୍ରେସ୍‌ କ୍ଲବ ସଭାପତି ଶବର କୁମାର ତରାଇଙ୍କ ତତ୍ୱାବଧାନରେ ଆୟୋଜିତ
Read More...