Daily Archives

ବିଷ୍ଣୁ ଭୋଇଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁନିମୁଣ୍ଡା ଠାରେ ଶିକ୍ଷକ ବିଷ୍ଣୁ ଭୋଇଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ଖୁସିରାମ କଏଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ମୁରିବାହାଲରେ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ରକ୍ତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଜଙ୍ଗଲ ବିଭାଗ ଡାକବଙ୍ଗଳା ଠାରେ ଶନିବାର ମାଁ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ମୁରିବାହାଲ ବ୍ଲକ
Read More...

ଜୁନିୟର ଇନ୍‌ଟ୍ରା କ୍ଲବ ଡିସେମ୍ବର ୨୨ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ତରଫରୁ ହେବାକୁ ଥିବା ଜୁନିୟର ଇନ୍‌ଟ୍ରା କ୍ଲବ ଡିସେମ୍ବର ୨୨ରୁ ହେବ ବୋଲି କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି । ଜୁନିୟର ଇନଟ୍ରା କ୍ଲବରେ
Read More...

ବଲାଙ୍ଗିର ଲୋକ ଉତ୍ସବ ପାଳନର ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ସୁରକ୍ଷା କମିଟିର ଆବାହକ ଜୟକୃଷ୍ଣ ମିଶ୍ର, ଅଧ୍ୟାପକ ତଥା ସଂସ୍କୃତି ବିଶାରଦ ସୁରେଶ ଷଢଙ୍ଗୀ ଓ ସଂପାଦକ ପ୍ରଶାନ୍ତ ମହାକୁରଙ୍କ ତିନି ଜଣିଆ ଦଳ ଜିଲ୍ଲାପାଳଙ୍କୁ ଦେଖାକରି ଲୋକ ଉତ୍ସବ ତଥା ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଗୌରବ
Read More...

ଧାନ ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ
Read More...

ସେକ୍ଟର ୧୯ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ତରଫରୁ ଏକ ନିଃଶୁଳ୍କ ମେଗା ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଉରକେଲା ଏସ୍‌ପି ନିତେଶ ୱାଡ଼ୱାନୀ ମୁଖ୍ୟ ଅତିଥି, ଡିଏସ୍‌ପି ପୁଷ୍ପାଞ୍ଜଳି ନେଗୀ ଉଦ୍‌ଘାଟକ ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ
Read More...

ଭବାନୀ ମହାପାତ୍ର ସିଜିନ ୨ର ଶ୍ରେଷ୍ଠ ଓଡ଼ିଆଣୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସିଜିନ ୨ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଭବାନୀ ମହାପାତ୍ର ବିଜୟିନୀ ହୋଇ ବହୁ ପୁରସ୍କାର ଲାଭ କରିଛନ୍ତି । ସିଭିକ ସେଣ୍ଟର୍ ଠାରେ ମୋନାଲିସା ସାହୁ ଓ ମୌସୁମୀ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ସିଜନ୍ ୨ ଫାଇନାଲ
Read More...

ସଚେତନ ନାଗରିକ ମଞ୍ଚ ୧୧ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରୀ ୯ରେ

ରାଉରକେଲାର ଉନ୍ନତି କରଣ ପାଇଁ ଦିଲ୍ଲୀପ ରାୟଙ୍କ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରତିବଦ୍ଧତା ରଖୁଥିବା ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଆଗାମୀ ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ
Read More...

ଜ୍ଞାନ ଭାରତୀ ଗୁରୁକୁଳର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜ୍ଞାନ ଭାରତୀ ଗୁରୁକୁଳ ଜଗଦଳପୁର ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗୁରୁକୁଳର ସଭାପତି ହେମସାଗର ପଟେଲ ସଭାପତିତ୍ୱ କରିଥିବାବେଳେ ଡକ୍ଟର ଗାୟତ୍ରୀ ନନ୍ଦ ମୁଖ୍ୟ ଅତିଥି, ଶ୍ରୀମତୀ ଗୀତା ଲୁହାର ଏବଂ ଅଭିଭାବକ
Read More...

ଜଳସମ୍ପଦ ବିଭାଗ ତରଫରୁ ଚାଣ୍ଡାଲ ଡ୍ୟାମ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ଠାରେ ଅବସ୍ତିତ ଚାଣ୍ଡାଲ ଡ୍ୟାମ ଏକ ପ୍ରାକୃତିକ, ବଣ ପାହାଡ ଘେରା ସବୁଜିମାରେ ଭରପୂର ଅଛି । ଏହି ଡ୍ୟାମ ସାଲେଭଟା ଠାରୁ ୮ କିଲୋମିଟର ଦୂରରେ ଅଛି । ଏହି ଡ୍ୟାମର ଉନ୍ନତିକରଣ ଓ ଏହାକୁ
Read More...