Daily Archives

ମାଣ୍ଡିପଙ୍କା ଆମ୍ବଟାକୁଆ ଖାଇବା ଘଟଣା : ଆଉ ଜଣେ ଆଖି ବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣାରେ ଆଉ ଜଣଙ୍କ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ
Read More...

ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦ୍ୱିଦିବସୀୟ ଅଷ୍ଟମ ସାରସ୍ଵତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡର ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଷ୍ଟମ ବାର୍ଷିକ ଦ୍ୱିଦିବସୀୟ ସାରସ୍ଵତ ସମାରୋହ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ମେମୋରିଆଲ ବକ୍ତୃତା ମାଳା,
Read More...

ମୋହନା କେନ୍ଦୁଘାଟିରେ ପିକ୍‌ନିକ୍ ଭ୍ୟାନ୍‌ ଦୁର୍ଘଟଣା : ଜଣେ ମୃତ, ୧୦ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଳାର ମୋହନା କେନ୍ଦୁଘାଟିରେ ଗତକାଲି ପ୍ରତ୍ୟୁଷରେ ଦୁର୍ଘଟଣା ଘଟିଛି । ଟ୍ରାଭେଲର ଭ୍ୟାନ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହେଇଥିବା ଖବର ମିଳିଛି । ମୃତକ ଜଣକ ନୟାଗଡ଼ ଚାହାଳି ଗାଁର ସରୋଜିନୀ ବେହେରା ବୋଲି
Read More...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା କାଟ ଖାଇଲା

କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘଦିନରୁ କେସିଙ୍ଗା ବ୍ଲକର ରାଜନୀତି ସରଗରମ ଥିଲା କିନ୍ତୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଜି କାଟ ଖାଇଥିବା ଜଣାଯାଇଛି । ଫଳରେ ଦୀର୍ଘ ୨ ମାସ ପାଖାପାଖି ହେଲା ଚାଲିଥିବା ଅନାସ୍ଥା ପ୍ରସ୍ତାବ
Read More...

‘ବିକଶିତ ଭାରତ ଯୁବ ନେତା ବିତର୍କ’, ପୁନଃକଳ୍ପିତ ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ପର୍କରେ ଘୋଷଣା କଲେ ଡ. ମନସୁଖ…

ବିକଶିତ ଭାରତ ଯୁବ ନେତା ବିତର୍କ ଯୁବପିଢ଼ିଙ୍କ ପାଇଁ ସେମାନଙ୍କ ବିଚାର ଓ ଦୃଷ୍ଟିକୋଣକୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଉପସ୍ଥାପନ କରିବାର ଏକ ଅନନ୍ୟ ସୁଯୋଗ ହେବ : ଡ. ମାଣ୍ଡଭୀୟମାଇଁ ଭାରତ ପ୍ଲାଟଫର୍ମରେ ବିକଶିତ ଭାରତ ଚ୍ୟାଲେଞ୍ଜ ଆରମ୍ଭ ହେବ; ୨୫ ନଭେମ୍ବର
Read More...

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟ ବିଭାଗରେ ଦିନିକିଆ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ 'ନିଯୁକ୍ତି ପାଇଁ ଦକ୍ଷତା ଗଠନ' ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ପରିବର୍ତ୍ତନଶୀଳ ଗଣମାଧ୍ୟମରେ ମିଥ୍ୟା ଖବରର ସ୍ଥାନ ନାହିଁ - ଡା. ଶର୍ବଣା ବିବେକ ଏମ୍. ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ବ୍ରହ୍ମପୁର ସହରର ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରେସ୍‌ ଦିବସ ସମାରୋହ, ଆଲୋଚନା ଚକ୍ର
Read More...

ଆଇ.ଏଲ୍‌.ଏସ୍‌. ପକ୍ଷରୁ ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍ - ଆଇ.ଏଲ୍‌.ଏସ୍.) ଭୁବନେଶ୍ୱର ପକ୍ଷରୁ ଆଜି ନବରଙ୍ଗପୁରରେ ଜୈବ ପୁଷ୍ଟିଯୁକ୍ତ ମକା ଚାଷ ଉପରେ ଏକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇ.ସି.ଏ.ଆର୍.- ସି.ଆଇ.ଏଫ୍‌.ଏ, ଆଇ.ସି.ଏ.ଆର୍ -
Read More...

ସମ୍ବଲପୁରରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର ନୂତନ ଗୃହ ଉଦ୍‌ଘାଟିତ

‘ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା’ ମତ୍ସ୍ୟଚାଷକୁ ଅଗ୍ରାଧିକାର ଦେବା ସହ ରୋଜଗାରର ନୂଆ ସୁଯୋଗ ଦେଇଛି - ଧର୍ମେନ୍ଦ୍ର ପ୍ରଧାନମାଛ ଚାଷ ଉତ୍ପାଦନ ବୃଦ୍ଧି କରିବା ଦିଗରେ ପରୀକ୍ଷା ନୀରିକ୍ଷା କରିବାରେ ହେବ ସହାୟକସମ୍ବଲପୁର, ଦେବଗଡ଼, ବରଗଡ ଜିଲ୍ଲାରେ ମାଛ ଚାଷ ୨ ଗୁଣିତ ହେବ୨୦୩୬ ସୁଦ୍ଧା ମାଛ
Read More...

ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ତା ଗ୍ରାମ ମାଁ ଲକ୍ଷ୍ମୀ ରାଇସ ମିଲ ପ୍ରୟୋଜକ ପରମାନନ୍ଦ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞ ୧୭ରୁ ଆରମ୍ଭ ହୋଇ ୨୪ ତାରିଖ ଦୀର୍ଘ
Read More...