Daily Archives

ମୁରିବାହାଲରେ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କେନ୍ଦ୍ର ସରକାରଙ୍କ ଡ୍ରାଇଭର ମାରଣ କଳା ଆଇନକୁ ବିରୋଧ କରି ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ୍ରାଇଭର ମହାସଂଘ ବ୍ଲକ ଶାଖା ପକ୍ଷରୁ ବ୍ଲକ ସଦର ମହକୁମା(ଟୁନଟୁନି ମୁଣ୍ଡା ଛକ), ଗୁଡିଘାଟ ଛକ, ଚଳକୀ ଛକ, ଗଅଁରେଇ
Read More...

ଜିଲ୍ଲାସ୍ତରୀୟ ଯୁବ ରେଡ୍‌କ୍ରସ୍‌ ତାଲିମ ଶିବିର ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି, ଓଡିଶା ରାଜ୍ୟ ଶାଖା ତରଫରୁ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତ୍‌ରେ ତିନିଦିନ ଧରି ଚାଲୁଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ରେଡ୍‌କ୍ରସ୍‌ ତାଲିମ ଶିବିର ଆଜି ଉଦ୍‌ଯାପିତ ହେଇଯାଇଛି ।
Read More...

ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଇଁ ସଚେତନତା ଶୋଭାଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସଡ଼କ ସୁରକ୍ଷା ସପ୍ତାହ ପାଇଁ ଏକ ସଚେତନତା ଅଭିଯାନ ଶନିବାର ଅନୁଷ୍ଠିତ ହୋଇଯାଇଛି ।
Read More...

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍‌ର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ପ୍ରଥମ ବାର୍ଷିକ ଉତ୍ସବ ଶନିବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ
Read More...

ଟିଟିଲାଗଡ଼ ଉପଖଣ୍ଡସ୍ତରୀୟ ସଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ
Read More...

କଂଗ୍ରେସ କର୍ମୀ ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର

ବିକାଶ ବାଧକଙ୍କୁ ପୁଣି ହରାଇବା ପାଇଁ ଏକଜୁଟ ହୁଅନ୍ତୁ କଂଗ୍ରେସ କର୍ମୀ : ସମରେନ୍ଦ୍ର୨୦୧୪ ପର ର ବିକାଶ କୁ ଘରେ ଘରେ ପହଞ୍ଚାନ୍ତୁ କଂଗ୍ରେସ କର୍ମୀ : ସମରେନ୍ଦ୍ରରାଜତନ୍ତ୍ର ହାରିଲେ ବଲାଙ୍ଗିରର ଦୃତ ବିକାଶ ହୁଏ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ
Read More...

ଟିଟିଲାଗଡ଼ ବ୍ଳକ କୁରସୁଡ ମଣ୍ଡଳର ବୁଥ ସମ୍ମିଳନୀ ଖୋଲାନ୍‌ ଗ୍ରୀଡ ନିକଟରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରସୁଡ ମଣ୍ଡଳର ବୁଥ୍ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ ଖୋଲାନ୍‌ ଗ୍ରୀଡ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ଭାଟି ମ୍ୟାନେଜରଙ୍କଠାରୁ ଲୁଟ୍‌ ମାମଲାରେ ଦୁଇ ଜଣଙ୍କୁ ଗିରଫ ସହ କରାଗଲା କୋର୍ଟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନୂତନ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁୟାରୀ ଏକ ତାରିଖ ଦିନ ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ମଦଭାଟି ମ୍ୟାନେଜର ଟିଟିଲାଗଡ଼କୁ ୨ ଲକ୍ଷ ୩୫ ହଜାର ଟଙ୍କା ଧରି ଜମା କରିବା ପାଇଁ ଆସୁଥିବା ବେଳେ ବଛାଯୁଝା ନିକଟରେ ଚାରିଜଣ ଯୁବକ ଅତର୍କିତ ଆକ୍ରମଣ କରି
Read More...

ବଲାଙ୍ଗିରରେ ସହରରେ ପେଟ୍ରୋଲ ଅଭାବ ଦେଖାଦେଲାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର୍‌ଙ୍କ ଷ୍ଟିୟରିଂ ଛାଡ଼୍‌ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନ୍‌କୁ ବିରୋଧ କରି ସାରା ଦେଶରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଯାତ୍ରୀମାନଙ୍କ ଗମନାଗମନ ସହ ମାଲ
Read More...

ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ୱର : ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଆଜିଠାରୁ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଜନତା । ଆସନ୍ତାକାଲି (ରବିବାର) ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ । ସର୍ବସାଧାରଣଙ୍କ ନିମନ୍ତେ
Read More...
error: Content is protected !!