Daily Archives

ଟଟୋପରା ଗ୍ରାମରେ ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଟଟୋପରା ଗ୍ରାମରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ଷିକ ଉତ୍ସବ ଟଟୋପରା ଭଜନ ମଣ୍ଡଳୀର ଆବାହକ ଭାର୍ଗବ ପୁଟେଲ ଏବଂ ନୀଳମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଆବାଳ
Read More...

ଶିକ୍ଷକ ପ୍ରଶାନ୍ତ ଦଣ୍ଡସେନାଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଏହି ବ୍ଲକ୍ ଅନ୍ତର୍ଗତ ନୁନ୍‌ପୁର ପଞ୍ଚାୟତ ଢେକୁନକୁପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା
Read More...

କଚାରଭାଡ଼ି ଗାଁକୁ ଫେରିଲା ମହିଳା ଦାଦନ ଶ୍ରମିକଙ୍କ ମୃତଦେହ

ସ୍ଵାମୀ ସହ ୪ ସନ୍ତାନ ବେସାହାରାସନ୍ଦେହରେ ଇଟାଭାଟି ମାଲିକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାକୁ ଫେରିଛି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ । ପେଟପାଟଣା ପାଇଁ ସୁଦୂର ବାହାର ରାଜ୍ୟକୁ ଗୋଡ଼ କାଢି ଯାଇଥିବା ଏକ ପରିବାରର ଜଣେ ମହିଳା ଦାଦନଙ୍କ ମୃତଦେହ ଗାଁକୁ
Read More...

ରାଜ୍ୟସ୍ତରୀୟ କ୍ରିକେଟ୍ ମ୍ୟାଚ୍ : ରାଉରକେଲା ଚମ୍ପିୟାନ, ନୟାଗଡ଼ ଉପବିଜେତା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ସ୍ଥିତ ଧବଳେଶ୍ଵର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଧବଳେଶ୍ୱର କପ୍‌ ମୋହନଗିରି ଫାଇନାଲ୍‌ ମ୍ୟାଚ୍‌ ରାଉରକେଲା ଓ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିଣି ରାଉରକେଲା ଦଳ ଫିଲଡିଂର
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନ ବିହାର ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନ ବିହାର ସ୍ଥାନୀୟ ଭଗତପୁର ସ୍ଥିତ ଭୋଇ ସାଗର ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେର୍ମେଲାବାହାଲ ସରପଞ୍ଚ ଶ୍ରୀମତୀ ମମତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ ।
Read More...

ନବ ବର୍ଷ ସାହିତ୍ୟ ଆସର – ୨୦୨୪ : କବିତା ପାଠୋତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ଘୋରଡ଼ିଆ ଆନୁକୂଲ୍ୟରେ ନବ ବର୍ଷ ସାହିତ୍ୟ ଆସର -୨୦୨୪ ରବିବାର ଦିନ ଶ୍ରୀ ପତିତପାବନ ଦେବ ମନ୍ଦିର, ଘୋରାଡିଆ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ତଥା ପ୍ରତିଷ୍ଠାତା ଦିଲ୍ଲୀପ
Read More...

ଗୋପବନ୍ଧୁ ସ୍ପୋଟିଂ କ୍ଲବର ଗଣତନ୍ତ୍ର ଦିବସ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଗୋପବନ୍ଧୁ ସ୍ପୋଟିଂ କ୍ଲବ ତରଫରୁ ୭୫ତମ ଗଣତନ୍ତ୍ର ଦିବସ ସମାରୋହ ଗୋପବନ୍ଧୁ ପାଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ଅଧ୍ୟକ୍ଷ ଶେକ୍ ହୁସେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ
Read More...

୩୦ ବର୍ଷ ପରେ ଏକାଠି ହେଲେ ଗୁରୁଶିଷ୍ୟ : ପିଆର୍ ହାଇସ୍କୁଲ ୧୯୯୪ ମେଟ୍ରିକ୍ ବେଚ୍‌ର ମିଳନ ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବ ପୁରାତନ ପୃଥ୍ୱୀରାଜ ହାଇସ୍କୁଲର ୧୯୯୪ ବେଚ୍‌ର ବନ୍ଧୁ ମିଳନ ଆଜି ସ୍ଥାନୀୟ କଦଳୀ ମୁଣ୍ଡା ନର୍ସରୀରେ ଆୟୋଜିତ ହୋଇଯାଇଛି । ତେବେ ଏହି ଅବସରରେ ପ୍ରଥମ କରି ତିରିଶ ବର୍ଷ ପରେ ଏଠିକାର ପୂର୍ବତନ ଶିକ୍ଷକ ଓ ଛାତ୍ରମାନଙ୍କର ମିଳନ ହୋଇଥିଲା ।
Read More...

ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜେଏସ୍‌ଏମ୍‌ ମହାବିଦ୍ୟାଳୟଠାରେ ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକ ସଭାପତି ଇଂ. ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଧାରଣ ସଂପାଦକ ମନୋରଂଜନ ସାହୁ ପୂର୍ବ ବିବରଣୀ ପାଠ କରି ବିଭିନ୍ନ ପ୍ରସ୍ତାବ ଗୃହରେ ଆଗତ
Read More...

ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଞ୍ଚ ପ୍ରେସ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆମେଚର ବଡିବିଲ୍‌ଡର୍‌ ଏସୋସିଏସ୍‌ନ୍‌ ଏବଂ ବଲାଙ୍ଗିର ଜିଲ୍ଲା ଜିମନାଷ୍ଟିକ୍‌ ଏସୋସିଏସ୍‌ନ୍‌ର ମିଳିତ ଉଦ୍ୟମରେ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଞ୍ଚ ପ୍ରେସ୍‌ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧୀ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି ।
Read More...
error: Content is protected !!