Daily Archives

ବରିଷ୍ଠ ନାଗରିକ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବୈଠକ ସଭାପତି ଡ. ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ପାଇଁ ସଂପାଦକ ବସନ୍ତ ଆଚାର୍ଯ୍ୟ ଅନୁରୋଧ କରିଥିଲେ । ବକ୍ତବ୍ୟରେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ…
Read More...

ନାଗରିକ କମିଟି ବଲାଙ୍ଗିର କର୍ମକର୍ତ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାଗରିକ କମିଟି ବଲାଙ୍ଗିର କର୍ମକର୍ତ୍ତା ନିର୍ବାଚନ ପାଇଁ ଏଡ୍‌ଭୋକେଟ ତଥା ବରିଷ୍ଠ ସଦସ୍ୟ ଅଶୋକ କୁମାର ମିଶ୍ରଙ୍କୁ ନିର୍ବାଚନ ଅଧିକାରୀ ଭାବରେ ମନୋନୀତ କରାଯାଇଛି । ନିର୍ବାଚନ ଅଧିକାରୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ଆସନ୍ତା ଫେବୃୟାରୀ ମାସ ୨୫ ତାରିଖ…
Read More...

ନରସିଂହଙ୍କ ‘ଜନମତ ଓ ବିଧାୟକ’ କାର୍ଯ୍ୟକ୍ରମ

ସାମିଲ ହେଲେ ସଂଗଠନ, ବୁଦ୍ଧିଜୀବୀ, ଛାତ୍ର ଓ ଯୁବକଆଗାମୀ ବିଧାନସଭାରେ ଉପସ୍ଥାପନା ପାଇଁ ଆସିଲା ବିଭିନ୍ନ ପ୍ରସ୍ତାବନିର୍ବାଚନ ନ ଲଢିବା ନେଇ ଘୋଷଣା କଲେ ନରସିଂହସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ରୋଜଗାର ସମସ୍ୟା ଉପରେ ଗୁରୁତ୍ୱ : ନରସିଂହପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ…
Read More...

ଭବାନୀପାଟଣାରେ କିଟ୍‌ ଓ କିସ୍‌ ପକ୍ଷରୁ ମିନି ମାରାଥନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାଠାରେ କିଟ୍‌ ଓ କିସ୍‌ ପରିବାର ଓ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ 'ସମସ୍ତଙ୍କ ପାଇଁ ଶିକ୍ଷା' ଷଷ୍ଠ ମିନିମାରାଥନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ…
Read More...

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା

ବାରିପଦା : ବାରିପଦା ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁଯାୟୀ ଏକ ଟ୍ରକ ଘାଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତକଡ଼କୁ ଓଲଟି ପଡିଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏ ପର୍ଯ୍ୟନ୍ତ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହା ହେଉଛି ୨୦୨୪ର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ଅମୃତ କାଳରେ ରହିଛି ଏକ ନୂତନ ଉତ୍ସାହ, ନୂତନ ଉଦ୍ଦୀପନା । ଦୁଇଦିନ ପୂର୍ବରୁ ଆମେ ସମସ୍ତେ ଦେଶବାସୀ ୭୫ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବର ସହ ପାଳନ କରିଛୁ ।…
Read More...

ମହାମହିମ ରାଜ୍ୟପାଳଙ୍କ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ

ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କଲେ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ଗସ୍ତ ବଲାଙ୍ଗିର ଜିଲ୍ଲାକୁ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି ।…
Read More...

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ କୁନି ଛାତ୍ରୀ ଦେବତନୟା ଦେ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରିଦଚକ ଚକେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍ ହରେକୃଷ୍ଣ ଦାସ ଅଧିକାରୀ…
Read More...

ତେରାପନ୍ଥ ପ୍ରଫେସ୍‌ନାଲ୍‌ ଫୋରମ୍‌ ତରଫରୁ ସାଇକ୍ଲୋଥୋନ୍‌ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିଜକୁ ସୁସ୍ଥ ରଖିବା ସହ କିଭଳି ନିଜର ଜୀବନ ଶୈଳୀକୁ ରୋଗମୁକ୍ତ ଜୀବନ ଭାବରେ ବିତେଇ ପାରିବା ସେନେଇ ଟିଟିଲାଗଡ଼ ତେରାପନ୍ଥ ପ୍ରଫେସ୍‌ନାଲ୍‌ ଫୋରମ୍‌ ତରଫରୁ ରବିବାର ସକାଳୁ ଏକ ସାଇକ୍ଲୋଥୋନ୍‌ର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଜୈନ ଭବନଠାରୁ ୨୫ରୁ ଅଧିକ…
Read More...

ଗୋ-ଚାଲାଣ ଗାଡ଼ି ଜବତ ସହ ୫ ଅଟକ

ଖୋର୍ଦ୍ଧା : ରବିବାର ଦିନ ସକାଳୁ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଏକ ଗୋରୁ ଚାଲାଣ ଗାଡ଼ି (କଣ୍ଟେନର) ଜବତ କରିଥିବା ଜଣାପଡିଛି । ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ଏକ ଗୋ-ମାଂସ ଚାଲାଣ ଆଇଚର ଗାଡ଼ି ଜବତ କରିଥିବାର ଖବର ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ରବିବାର…
Read More...