Daily Archives

ଜାତୀୟ ଯୁବ ସପ୍ତାହ ଉପଲକ୍ଷେ ଶାନ୍ତି ପାଇଁ ଯୁବକ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ପଂଚାୟତର ଅଇଁଲାସାରୀ ଗଙ୍ଗାଧର ମେହେର ପାଠାଗାରଠାରେ ଜାତୀୟ ଯୁବ ସପ୍ତାହ ଉପଲକ୍ଷେ ଶାନ୍ତି ପାଇଁ ଯୁବକ ଦିବସ ପାଳିତ ହୋଇଯାଇଛି । ପାଠାଗାରର କୋଷାଧ୍ୟକ୍ଷ ଅନିରୁଦ୍ଧ ଗଡତିଆଙ୍କ ସଭାପତିତ୍ୱରେ
Read More...

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଦ୍ୟାଳୟର ମରାମତି କାର୍ଯ୍ୟର ବିଲ ପାସ କରିବା ପାଇଁ ଠିକାଦାରଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷକ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧମୁଣ୍ଡା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ।
Read More...

ବାପୁଜୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ କନ୍ଧକେଲଗାଁର ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅହଲ୍ୟା ସାହୁ ଉଦ୍‌ଘାଟନ କଲାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାହିତ୍ୟ ସୃଜନ, କ୍ରୀଡ଼ାଙ୍ଗନ, କୌଶଳୀ, ଜ଼ିଜ୍ଞାସାର
Read More...

କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆମ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଚଲକୀ ପଞ୍ଚାୟତ ଅନ୍ତର୍ଗତ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଆମ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ପାଳନ କରାଯାଇଥିଲା । ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସଭାର ସଭାପତି ଶ୍ରୀମନ୍ତ
Read More...

ମୁରିବାହାଲ ପଞ୍ଚାୟତ ସମିତିର ଦ୍ଵିମାସିକ ସାଧାରଣ ବୈଠକ ଅନୁଷ୍ଠିତ

ମୃତବ୍ୟକ୍ତିଙ୍କ ନାମରେ ପିଡ଼ିଏସ୍ ଉଠାଇ ହଡ଼ପ ଅଭିଯୋଗଶିକ୍ଷା, ପଶୁସମ୍ପଦ,ଜଙ୍ଗଲ ଓ ମତ୍ସ୍ୟ ବିଭାଗ ସହ ବହୁ ବିଭାଗୀୟ ଅଧିକାରୀଙ୍କ ବୈଠକରେ ଅନୁପସ୍ଥିତିକୁ ନେଇ ଜନପ୍ରତିନିଧିଙ୍କ ତୀବ୍ର ଅସନ୍ତୋଷ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ବସୁନ୍ଧରା ଯୋଜନାରେ ୨୫ଜଣ ହିତାଧକାରୀଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ବସୁନ୍ଧରା ଯୋଜନାରେ ୨୫ଜଣ ହିତାଧକାରୀଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ମାତୃ ନିକେତନରେ ପାର୍ବତୀ ଗିରିଙ୍କ ୯୮ତମ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ଶୁକ୍ରବାର ଦିନ ସ୍ୱାଧାନୀତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୮ତମ ଜନ୍ମ ଜୟନ୍ତୀ ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ସକାଳ ୫ଟାରେ
Read More...

ବିଦ୍ୟାଳୟସ୍ତରୀୟ ଓଡ଼ିଆ ଭାଷା ସାହିତ୍ୟ ସୃଜନଶୀଳତାର ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତି ଓ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷା ସାହିତ୍ୟର ସୃଜନଶୀଳତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟସ୍ତରୀୟ ଉତ୍ସବ ଆୟୋଜନ କରଯାଇଛି । ଏହି ପରିପ୍ରେକ୍ଷୀରେ
Read More...

ଛତ୍ରପୁର ଡିଏଭି ପବ୍ଲିକ୍ ସ୍କୁଲ ୪ର୍ଥ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତୁଳସୀନଗରଠାରେ ଅବସ୍ଥାପିତ ଡିଏଭି ପବ୍ଲିକ୍ ସ୍କୁଲର ୪ର୍ଥ ବର୍ଷିକ ଉତ୍ସବ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ସମ୍ମିଳନୀ ଗୃହରେ ଶୁକ୍ରବାର ସନ୍ଧ୍ୟାରେ ସାଂସ୍କୃତିକ ସମ୍ଭାର ମଧ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ନାଟକ ମଞ୍ଚସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ଏକାଡେମୀ ଦ୍ଵାରା ଅୟୋଜିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦ୍‌ଘାଟନ ଉତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ
Read More...
error: Content is protected !!