Daily Archives

ପାଇକମାଲ ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା : ନିଦାବିଷ୍ଣୁ ସାଜିଛି ପୂର୍ତ୍ତ ବିଭାଗ, ସାଧାରଣରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକରୁ ପଦ୍ମପୁରକୁ ସଂଯୋଗ କରିଥିବା ବିଜୁ ଏକ୍ସପ୍ରେସୱେର ପୁରୁଣା ୟୁକୋ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳେ ରାସ୍ତା ମଝିରେ ଦୁଇ ଫୁଟ ଗଭୀରର ଗାତ ଯେଉଁଥିରେ ପ୍ରତି ମିନିଟ୍‌ରେ ଚାରିଚାକିଆ ହେଉ ଅବା ଦୁଇଚକିଆ ଗାଡ଼ି ଖାଲରେ ପଡ଼ି
Read More...

ପାରାଦୀପଠାରେ ଗଜପତି ଜିଲ୍ଲାରୁ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ

ଗଜପତି, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲା ମୋହନାଠାରେ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ବୁଧବାର ପାରାଦୀପ ପୋର୍ଟ କ୍ଲବଠାରେ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛ । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ
Read More...

ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଦଧିବାମନ ମନ୍ଦିରରେ ଶିଶୁ ବିକାଶ କେନ୍ଦ୍ର ତରଫରୁ ମହାନ ଶିଶୁପ୍ରେମୀ ତଥା ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ୩୭ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ପାଙ୍କେଲବାହାଲ ଧନୁଯାତ୍ରା ବନ୍ଦ ପାଇଁ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପାଙ୍କେଲବାହାଲ ଧନୁଯାତ୍ରା ମହୋତ୍ସବ ୨୦୧୭ ମସିହାରୁ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ପରି ଏହି ବର୍ଷ ୨୧.୦୧.୨୦୨୪ରୁ ତା.୨୫.୦୧.୨୦୨୪ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଧନୁଯାତ୍ରା ଉତ୍ସବ ନାମରେ ରାହାଜାନୀ,
Read More...

ଅଲାତରା ଓ ମଦନପୁରଠାରେ ସୁନାମୁଖୀ ଯାତ୍ରା ପାଳିତ : ରକ୍ତ ରଞ୍ଜିତ ହେଲା ଦୁଇପୀଠ

ବଳି ପଡିଲେ ଶତାଧିକ ପଶୁପକ୍ଷୀ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଓ ମଦନପୁରଠାରେ ଆଜି ବୁଧବାର ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ବଲାଙ୍ଗିର ଶୁଲିଆ ଯାତ୍ରାର ପରଦିନ ସୁନାମୁଖୀ ଯାତ୍ରା ପାଳିତ ହୋଇଆସୁଛି ।
Read More...

ଚାଉଲସୁଖାରେ ୨୭ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ : ହଲଦି ଟ୍ରାଏ ବ୍ରେକର୍‌ ୪-୧ ଗୋଲରେ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଦ୍ୱିତୀୟ ଦିନରେ ହଲଦି ଓ ମଧ୍ୟପୁର ମଧ୍ୟରେ ହୋଇଥିଲା । ଉଭୟ ଦଳ ମଧ୍ୟରେ ନିର୍ଦ୍ଧାରିତ ଖେଳ ସମୟ ମଧ୍ୟରେ କୌଣସି ଗୋଲ କରିପାରି ନଥିଲେ ।
Read More...

ଝାରବନ୍ଧଠାରେ ବ୍ରାହ୍ମଣ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକସ୍ତରୀୟ ବ୍ରାହ୍ମଣ ସମାଜର ଏକ ବୈଠକ ସଭାପତି ଝସକେତନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପାଇକମାଲ ବ୍ଲକ ବ୍ରାହ୍ମଣ ସମାଜର ସମ୍ପାଦକ ସତନାରାୟଣ ଯୋଶୀ, ପଣ୍ଡିତ ଦେବରାଜ ପଣ୍ଡା, ରାଧେଶ୍ୟାମ ପଣ୍ଡା
Read More...

କଣ୍ଟାବାଞ୍ଜିରେ ସର୍ବଭାରତୀୟ ସ୍ତରର ବିଜୁ ପଟ୍ଟନାୟକ ଓପନ୍‌ ଚେସ୍‌ ଚାମ୍ପିୟାନ୍‌ସିପ୍‌ ଉଦ୍‌ଯାପିତ

ରାଉରକେଲା ସାର୍ଥକ ଦେବତା ସର୍ବଭାରତୀୟ ଚାମ୍ପିୟାନ୍‌ କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଚେସ୍‌ ଏସୋସେସନ୍‌ ପକ୍ଷରୁ ସ୍ଥାନୀୟ ହରିଭବନଠାରେ ଜିଲ୍ଲା ଚେସ୍‌ ଏସୋସେସନ୍‌ ସହଯୋଗରେ ଆଜି ପ୍ରଥମ ବର୍ଷ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଓପନ୍‌ ଚେସ୍‌ ଚାମ୍ପିୟାନ୍‌ସିପ ଆଜି
Read More...

ଚନ୍ଦନଭାଟି କଲ୍ୟାଣ ମଣ୍ଡପ ପ୍ରଥମ ମହଲା ଶିଳାନ୍ୟାସ କଲେ ନରସିଂହ

୧୦ ବର୍ଷ ଭିତରେ ଲୋକଙ୍କ ପ୍ରାୟତଃ ଦାବି ପୁରଣ କରାଯାଇଛି : ନରସିଂହଉଭୟେ ସରକାର ଭୋଟ ପାଇଁ ଶାସ୍ତ୍ର ବିରୋଧୀ କାମ କରୁଛନ୍ତି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି କଲ୍ୟାଣ ମଣ୍ଡପ ପ୍ରଥମ ମହଲା ଶିଳାନ୍ୟାସ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ
Read More...

୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ୍‌ କପ୍‌ ଟୁର୍ଣ୍ଣାମେଣ୍ଟ : ଗୁଲବର୍ଗା ସିଟି ଇଲେଭେନ୍‌ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ଗ୍ରୁପ 'ବି'ର ପ୍ରଥମ ଶ୍ରୀଲତା ଏକାଡେମୀ (ୱେଷ୍ଟ ବେଙ୍ଗଲ୍‌) ଓ ଗୁଲବର୍ଗା ସିଟି ଇଲେଭେନ୍‌
Read More...
error: Content is protected !!