Daily Archives

ସ୍ୱର୍ଗତ ଲଲିତଙ୍କ ସ୍ମୃତିରେ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା, ଗରିବ ଓ ଅବହେଳିତଙ୍କ ସ୍ୱର ସ୍ୱର୍ଗତ ଲଲିତ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନରେ ଲଲିତ ପ୍ରେମୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ
Read More...

ମଠଖାଇ ମହୋତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଂଚ : ଆଜି ତୃତୀୟ ସଂଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଂଚ । ଆଜି ତୃତୀୟ ସଂଧ୍ୟାରେ ପ୍ରଥମେ ବରପାଲି ଭାରତୀ ନୃତ୍ୟ କଳା ପରିଷଦର କଳାକାରମାନେ ଘୁଡ଼ୁକା ନୃତ୍ୟ ଏବଂ ନିଚୁଆପଡ଼ା ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଛନ୍ତି ।
Read More...

ମୁରିବାହାଲ ଆଦର୍ଶ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଛୋଟରାୟ ମାରାଣ୍ଡିଙ୍କ ଅକାଳ ବିୟୋଗ

ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟାବ୍ଲକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଶୋକସଭା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଛୋଟରାୟ ମାରାଣ୍ଡି(୩୭)ଙ୍କ ସୋମବାର
Read More...

ପୋଲିସ ଘରେ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ପାଖ କାଲସାଏପାଲିରେ ଏକ ଅଭାବନୀୟ ଘଟଣା ଆଜି ଅପରାହ୍ନରେ ଦେଖିବାକୁ ମିଳିଛି । ତିନି ଜଣ ମୋବାଇଲ୍‌ ଚୋର ଜଣେ ପୋଲିସ କର୍ମଚାରୀଙ୍କ ଘର ଭିତରେ ରହିଥିବା ବେଳେ ଘର ବାହାରେ ଅଂଚଳବାସୀଙ୍କ ଖଚାଖଚ୍‌ ଭିଡ଼, ହୋ
Read More...

ମୁରିବାହାଲ ବ୍ଲକ ସଭାଗୃହରେ ୭୫ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ମଙ୍ଗଳବାର ଆଗାମୀ ଜାନୁୟାରୀ ୨୬ର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ
Read More...

ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମାରେ ସାମିଲ ହେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ଜଗନ୍ନାଥଙ୍କ ଅର୍ପଣ ରଥର ପରିକ୍ରମା ଆରମ୍ଭ ହୋଇଯାଇଛି । ଏହି ଅର୍ପଣ ରଥ ପରିକ୍ରମା ଶୁଭ ଅବସରରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜଗନ୍ନାଥ ମନ୍ଦିର
Read More...

ବିଟାବନ୍ଧ ଗ୍ରାମରେ ଜୟ ଜଗନ୍ନାଥ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବିଟାବନ୍ଧ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ସଦର ଗ୍ରାମର ଡଃ ବି ଆର୍ ଆମ୍ବେଦକର ଷ୍ଟାଡିୟମରେ ଏକ ଦିବସୀୟ ଜୟ ଜଗନ୍ନାଥ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆଜି ଫାଇନାଲ ମ୍ୟାଚ୍‌ରେ ପାତଲପଡା ଓ ବିଟାବନ୍ଧ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
Read More...

ନରସିଂହଙ୍କ ‘ଭଡ଼ାଟିଆ’ ଶବ୍ଦ ପ୍ରୟୋଗକୁ ପ୍ରତିବାଦ କରି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡ଼ି ନେତ୍ରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ‘ଭଡ଼ାଟିଆ’ ଶବ୍ଦ ପ୍ରୟୋଗକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବୀରେ ବିଜେଡ଼ି ନେତ୍ରୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
Read More...

ସଇଁତଲା ବ୍ଲକକୁ ବୈମାତୃକ ମନୋଭାବକୁ ନେଇ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ : ରାଜ୍ୟପାଳଙ୍କ…

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟ ସରକାର ସଇଁତଲା ବ୍ଲକକୁ ବୈମାତୃକ ମନୋଭାବ ଦେଖାଇ ଆସୁଥିବା ପ୍ରତିବାଦରେ ମଙ୍ଗଳବାର ସଇଁତଲା ବ୍ଲକ କଂଗ୍ରେସ ଦଳ ତରଫରୁ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି ଦେଇଥିଲେ । ଏହି ପରିପେକ୍ଷୀରେ ସଇଁତଲା ବିଡ଼ିଓଙ୍କ
Read More...

କଂଟାବାଂଜିର ୪ ଜଣ ପୁଅ ଓ ଗୋଟିଏ ଝିଅ ହେଲେ ସିଏ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାର କଂଟାବାଂଜି ସହରକୁ ଚାଟାର୍ଡ ଏକାଉଣ୍ଟାଣ୍ଟ ତଥା ଆଇ.ଏ.ଏସ୍‌ ସହର ଭାବେ ବେଶ ଚର୍ଚ୍ଚିତ । କଂଟାବାଂଜିର ୪ ଜଣ ପୁଣି ଚାଟାର୍ଡ ଏକାଉଣ୍ଟାଣ୍ଟ ଶିକ୍ଷାରେ କୃତିତ୍ୱ ଲାଭ କରି କଂଟାବାଂଜିର ଗୌରବ ଆଣିଛନ୍ତି । ଚାରି ଜଣଙ୍କ ମଧ୍ୟରୁ ୩ ଜଣ ଯୁବକ
Read More...
error: Content is protected !!