Daily Archives

ପ୍ରଥମ ଏଜୁକେସନ ଫାଉଣ୍ଡେସନ ଯୁବ ପ୍ରୋତ୍ସାହନ ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଏଜୁକେସନ ଫାଉଣ୍ଡେସନ ଏବଂ ଟିପିଡବ୍ଲୁଓଡିଏଲ ଦ୍ୱାରା ପରିଚାଳିତ ବୃତି ଭିତ୍ତିକ ଦକ୍ଷତା ବିକାଶ ବିଦ୍ୟୁତ ତାଲିମ କେନ୍ଦ୍ର ବଲାଙ୍ଗିର ଦ୍ୱାରା ଏକ ଯୁବ ପ୍ରୋତ୍ସାହନ କାର୍ଯ୍ୟକ୍ରମ ତଥା ଗୋଷ୍ଠୀ ସଚେତନତା ଓ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ରକ୍ତ ରଞ୍ଜିତ ହେଲା ମିର୍ଦ୍ଧାପାଲି ଶୁଲିଆ ଖଲା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଗ୍ରାମରେ ଦୀର୍ଘ ଦଶନ୍ଧି ଧରି ହୋଇ ଆସୁଥିବା କନ୍ଧ ସମ୍ପ୍ରଦାୟର ଶୁଲିଆ ଯାତ୍ରା ଆଜି ନିରାଡମ୍ବର ସହିତ ପାଳିତ ହୋଇଯାଇଛି । ଖଇରଗୁରା ଖଲା ପରେ ମିର୍ଦ୍ଧାପାଲି ଖଲାରେ ପ୍ରବଳ ଭିଡ ଲାଗି ରହେ । ପ୍ରତିବର୍ଷ ଭଳି ଏ
Read More...

ଭିନ୍ନକ୍ଷମଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭିନ୍ନକ୍ଷମଙ୍କ ପାଇଁ ସମର୍ପିତ ରାଉରକେଲାର ଅଗ୍ରଣୀ ଅନୁଷ୍ଠାନ ଶ୍ରଦ୍ଧା ଆନୁକୂଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖାର ସହାୟତାରେ ବିଶ୍ରା ବ୍ଲକ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଝିରପାଣି, ଜାମସେରା, ବିଶ୍ରା ଓ ବନ୍ଧମୁଣ୍ଡା ପଞ୍ଚାୟତରେ ଭିନ୍ନକ୍ଷମଙ୍କ
Read More...

ଟିଟିଲାଗଡରୁ ଗଡିଲା ପାଣି ପଞ୍ଚାୟତ ରଥ : ପତାକା ଦେଖାଇ ଶୁଭାରମ୍ଭ କଲେ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୧୬ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଆରମ୍ଭ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ଏହି
Read More...

ବଙ୍ଗୋମୁଣ୍ଡାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ କେନାଲ ବିଭାଜନ ନଂ -୦୩ କାର୍ଯ୍ୟାଳୟ ବଙ୍ଗୋମୁଣ୍ଡା ପରିସରରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ଅଧିକ୍ଷଣ ଯନ୍ତ୍ରୀ
Read More...

ମୋକ ପୋଲିଂ ବୁଥ୍‌ ଉଦ୍‌ଘାଟନ

ବଲାଙ୍ଗିର (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ସକାଶେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ କେନ୍ଦ୍ର ଉଦ୍‌ଘାଟନ ହୋଇଛି । ଏହି କେନ୍ଦ୍ରରେ ଇଭିଏମ୍‌ ଏବଂ ଭିଭିପାଟ
Read More...

ମହିୟସୀ ମହିଳା ଉମାଦେବୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ମହୁଲପାଲି ନିବାସୀ ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ଉମା ସାହୁଙ୍କ ୬୮ ବର୍ଷ ବୟସରେ ଆଜି ବୁର୍ଲାସ୍ଥିତ ମେଡିକାଲଠାରେ ସକାଳ ଘ.୯.୨୫ ମି.ରେ ଦେହାନ୍ତ ହୋଇଯାଇଛି । ମୃତ ଶବକୁ ନିଜ ବାସ ଭବନରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ
Read More...

ପଦ୍ମପୁର ଜିଲ୍ଲା ମାନ୍ୟତା ଦାବୀରେ ପଦ୍ମପୁର ଉପଖଣ୍ଡ ୧୨ ଘଣ୍ଟିଆ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲ ଘୋଷଣା ଦାବୀରେ ପଦ୍ମପୁର ଉପଖଣ୍ଡ ବନ୍ଦ । ଚିର ମରୁଡି ପ୍ରପୀଡିତ ତଥା ଅବହେଳିତ ପଦ୍ମପୁର ଉପଖଣ୍ଡ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇବା ପାଇଁ ୧୯୯୨-୧୯୯୩ ମସିହାରେ ୧୩ରୁ ୩୦ ଜିଲ୍ଲା ଗଠନ ହେବା ସମୟରୁ ଦାବୀ ହୋଇ ଆସୁଛି । ହେଲେ ତାହା
Read More...

ନେତାଜୀ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୩ ଜାନୁଆରୀ ନେତାଜୀ ଜୟନ୍ତୀକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଦହିତା ନେତାଜୀ କ୍ଲବ୍ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ କ୍ଲବ୍ କାର୍ଯ୍ୟାଳୟଠାରେ ସଭାପତି ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜୟନ୍ତୀ ଦିନ ପୂର୍ବାହ୍ନ
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ୍ ଫେଷ୍ଟ ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରତିଷ୍ଠିତ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ ଫେଷ୍ଟ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମେନ ଦୀପକ ସାହୁ, ଭାଇସ୍‌ଚେୟାରମେନ ଶ୍ରୀମତୀ ସଙ୍ଗୀତା ସାହୁ, ଏମ୍‌ଡି ଶ୍ରୀମତୀ ବିଭାରାଜ ଗୁପ୍ତା ଫିତା
Read More...
error: Content is protected !!