Daily Archives

ଆରମ୍ଭ ହେଲା ସର୍ବଭାରତୀୟସ୍ତରୀୟ ପଞ୍ଚଦଶତମ ମଠଖାଇ ମହୋତ୍ସବ-୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳ ମଂଚରେ ଆଜି ସଂଧ୍ୟାରେ ଆରମ୍ଭ ହୋଇଯାଇଛି ସର୍ବଭାରତୀୟ ସ୍ତରୀୟ ପଞ୍ଚଦଶତମ ମଠଖାଇ ମହୋତ୍ସବ-୨୦୨୪ । ୫ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବ ପାଇଁ ଆଜି ସକାଳୁ ବଲାଙ୍ଗିର ନିକଟସ୍ଥ ସିନଖମନ୍‌ ସ୍ଥିତ ମଠଖାଇ
Read More...

ନିଖିଳ ଉତ୍କଳ ତେଲି ବୈଶ୍ୟ ସମାଜ ବନ୍ଧୁ ମିଳନ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସର୍ଗିଗୁଡ଼ା ନିଖିଳ ଉତ୍କଳ ତେଲି ବୈଶ୍ୟ ସମାଜ ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାନାଝର ଦ୍ୱାଆରଶୁନି ମନ୍ଦିର ପରିସରରେ ଏକ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନରେ ୪ ଟି ୱାର୍ଡର ଶହ ଶହ ସଂଖ୍ୟାରେ ପରିବାର ମହିଳା, ପୁରୁଷ
Read More...

ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୨୬ତମ କଳାହାଣ୍ଡି ଉତ୍ସବ ୨୦୨୪ ପାଳନ ଅବସରରେ ରବିବାର ଏକ ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଇନ୍ଦ୍ରାବତୀ ଜଳଭଣ୍ଡାର କେନ୍ଦୁଗଡା ଘାଟଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ
Read More...

ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗନ୍ଧରେଲ ସ୍ଥିତ ଗିରିଗୋବର୍ଦ୍ଧନଠାରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରାଯାଇଥିଲା
Read More...

ଶତାୟୁ ମହିଳାଙ୍କ ବିୟୋଗ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ଶତାୟୁ ମହିଳା ଦୁଲନା ପଧାନଙ୍କର ଆଜି ଅପରାହ୍ନ ୨ଟା ବେଳେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୧୦୦ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ବେଳେ ପୁଅ, ଝିଅ, ନାତି, ନାତୁଣୀ ସହ ପଣ ନାତି, ପଣ ନାତୁଣୀ
Read More...

ନରସିଂହଙ୍କ ଭଡ଼ାଟିଆ ଶବ୍ଦ ବ୍ୟବହାର ମହିଳାଙ୍କ ସମ୍ମାନହାନୀ କରିଥିବା ଅଭିଯୋଗ କଲେ ବିଜେଡ଼ି ନେତ୍ରୀ ଓ ସଭ୍ୟା ବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ମଂଚାସିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ ଭଡ଼ାଟିଆ ଭଳି ଶବ୍ଦ ବ୍ୟବହାର କରି ମା’ ଭଉଣୀଙ୍କୁ ଆକ୍ଷେପ କରିଥିଲେ ବୋଲି
Read More...

ଲିଲି ଫାଉଣ୍ଡେସନର ରୋଟାରୀ ଇଷ୍ଟ ସହାୟତାରେ ରାମପଲ୍ଲୀରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଲକୋତାସ୍ଥିତ ଲିଲି ଫାଉଣ୍ଡେସନ ତରଫରୁ ରୋଟରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ସହଯୋଗିତାରେ ଛତ୍ରପୁର ବ୍ଳକ ରାମପଲ୍ଲୀ ଗ୍ରାମରେ ମହୁରୀ ଅଞ୍ଚଳ ପରିଷଦ କାଞ୍ଜି କୋଠାଘରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ ଶିବିର ଅନୁଷ୍ଠିତ
Read More...

ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଶାଖା ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ ମ୍ୟୁଜିକସର୍କଲଠାରେ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଗୀତାଞ୍ଜଳି ପତ୍ରିଙ୍କ ସଭାପତିତ୍ୱ, ସମ୍ପାଦିକା ସ୍ନେହଲତା ନାୟକଙ୍କ ଆବାହକତ୍ଵ ଓ ମଞ୍ଜୁଳା ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା : ୩ ମୃତ

ନୂଆଦିଲ୍ଲୀ : ବିହାରରେ କୁହୁଡ଼ି ପାଇଁ ଲୋକେ ଯାତାୟାତରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏହି କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା ବି ଘଟୁଛି । ନିକଟରେ ଭାଗଲପୁର ନବଗଛିଆରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଏହି ମୃତକ ତିନିଜଣ ସାଙ୍ଗ ଥିବା
Read More...

ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡି

କାଲିମେଳା : ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡ଼ି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ଥିବା ସୂଚନା ମିଳିଛି । ମାଲକାନଗିରି ଏମଭି ୧୨୬ ଘାଟିରେ ରବିବାର ଦିନ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ବାଇକ
Read More...
error: Content is protected !!