csstore

ନିଖିଳ ଉତ୍କଳ ତେଲି ବୈଶ୍ୟ ସମାଜ ବନ୍ଧୁ ମିଳନ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସର୍ଗିଗୁଡ଼ା ନିଖିଳ ଉତ୍କଳ ତେଲି ବୈଶ୍ୟ ସମାଜ ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାନାଝର ଦ୍ୱାଆରଶୁନି ମନ୍ଦିର ପରିସରରେ ଏକ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନରେ ୪ ଟି ୱାର୍ଡର ଶହ ଶହ ସଂଖ୍ୟାରେ ପରିବାର ମହିଳା, ପୁରୁଷ ସମସ୍ତ ସଦସ୍ୟ ମାନେ ଯୋଗଦେଇଥିଲେ । ଏହି ବନ୍ଧୁ ମିଳନରେ ସଭାରେ ଦେବାନନ୍ଦ ସାହୁ ସଭାପତିତ୍ୱ ଅନୁଷ୍ଠିତ ସଭା ହୋଇଥିଲା । ସମ୍ମାନୀୟ ଅତିଥି ମାନେ ବୈଠକରେ ଉଦ୍ଦେଶ୍ୟ ଉନ୍ନତି ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥିମାନେ ହେଲେ ସୁରେନ୍ଦ୍ର ସାହୁ, ନୀଳମଣି ସାହୁ, ନୀଳାଞ୍ଚଳ ସାହୁ, ଲକ୍ଷଣ ସାହୁ ନୀଳାଞ୍ଚଳ ସାହୁ, ସର୍ବଶାନ୍ତି ସାହୁ ଚିନ୍ତାମଣି ସାହୁ, ଜୟରାଜ ସାହୁ, ଅରୁଣ ସାହୁ, ସୁରେଶ ସାହୁ, ଚନ୍ଦ୍ର ସାହୁ ଓ ଜିତୁ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । ତେଲି ସମାଜ ସୁଦୃଢ କରିବା ଉଦ୍ଦେଶ୍ୟର ଯୁବକମାନେ ହେଲେ ସୁଧୀର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବିରଞ୍ଚି ସାହୁ, ନାକ ସାହୁ, ବୁଲୁ ସାହୁ, ସୁନୀଲ ସାହୁ, ଯୁଗଳ ସାହୁ, ଅଜିତ ସାହୁ, ଗୋବିନ୍ଦ ସାହୁ, ସଞ୍ଜୟ ସାହୁ, ତ୍ରିନାଥ ସାହୁ, ତ୍ରିର୍ଥ ସାହୁ, ତପନ ସାହୁ କାଳିଆ ସାହୁ, ଟୁକୁ ସାହୁ, ନବୀନ ସାହୁ, ମହାଦେବ ସାହୁ, ଜଗନ୍ନାଥ ସାହୁ, ନୀଳମଣି ସାହୁ, ସୁନୀଲ ସାହୁ, କୈଳାଶ ସାହୁ ଯୋଗଦେଇ ଥିଲେ ସଭା ଶେଷରେ ଅମରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.