om academy

ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

jsm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗନ୍ଧରେଲ ସ୍ଥିତ ଗିରିଗୋବର୍ଦ୍ଧନଠାରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରାଯାଇଥିଲା । କୁନି ଶିଶୁ ଓ ମା’ମାନଙ୍କ ପାଇଁ ମ୍ୟୁଜିକ୍ ଚେୟାର୍, ବେଲୁନ ଫୁଙ୍କିବା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସମ୍ବିତ ପଣ୍ଡା, ଉଦ୍ଧବ କରନ, ଗୋକୁଳ ହାତୀ, ଶିବ ମିସ୍ତ୍ରୀ, ପ୍ରଶାନ୍ତ ଖଟୁଆ, ଗଣେଶ ଶର୍ମା, ଅମୀୟ ପସାୟତ, ସୁରେନ୍ଦ୍ର ସେଟ, ବିଜୟ ମହାପାତ୍ର, ଠଣସୁନ୍ଦର ସାହୁ, ରାମକୁମାର ସା, ସୁନୀଲ ବାରିକ, ରମେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସବାଶେଷରେ ହରିହର ପଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

two × 4 =