Daily Archives

ଗଁରେଇ ମଣ୍ଡଳ ବୁଥସ୍ତରୀୟ ସମ୍ବିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ : ୨୦୩ ଜଣଙ୍କ ଅନ୍ୟ ଦଳ ଛାଡି ବିଜେପିରେ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ମଣ୍ଡଳର ୬ ଗୋଟି ଗ୍ରାମ ପଂଚାୟତର ବୁଥସ୍ତରୀୟ କର୍ମକର୍ତ୍ତାମାନଙ୍କୁ ନେଇ ଗଁରେଇ ଗ୍ରାମ ବି. ଆର୍‌. ଆମ୍ବେଦକର ହାଇସ୍କୁଲ ନିକଟରେ ଏକ ବୁଥସ୍ତରୀୟ ସମ୍ବିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
Read More...

ହରିଶଙ୍କରରେ ବନ ବିଭାଗର ଅଭିନବ ପ୍ରୟାସ : ଖୋଲିଲେ ଜଙ୍ଗଲ ଜାତ ପତ୍ର ନିର୍ମିତ ଖଲି ଦୋକାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ଲାଷ୍ଟିକ ବର୍ଜନ ପାଇଁ ବନ ବିଭାଗର ଅଭିନବ ପ୍ରୟାସ । ପ୍ଲାଷ୍ଟିକ, ଫମ୍ ଖଲି, ଚଉକୁନି ବ୍ୟବହାର ବନ୍ଦ କରିବାକୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଆରମ୍ଭ କରିଛନ୍ତି ଜଙ୍ଗଲ ଜାତ ପତ୍ର ନିର୍ମିତ ଖଲି, ପତ୍ର, ଚଉକୁଣି
Read More...

ଯମୁନା ସୁନାଦେଇ ପାହାଡ଼ରେ ମକର ମହୋତ୍ସବ ଉଦ୍‌ଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ସୁନାଦେଇ ପାହାଡ(ବାରପାଲି ହଳଦୀ)ରେ ଚାଲିଥିବା ପ୍ରଥମ ମକର ମହୋତ୍ସବ ତଥା ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଅଧିବାସ ଦିନ ଯମୁନା ମହାଦେବ ବନ୍ଧରୁ ଶତାଧିକ ମହିଳା କଳସ
Read More...

ଗୁପ୍ତେଶ୍ୱର ପୀଠରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତକୁ ଲାଗିରହିଛି ଗନ୍ଧମାର୍ଦ୍ଦନ ପର୍ବତ । ପାହାଡ଼ ପର୍ବତ ଘେରା ନିଘଞ୍ଚ ଜଙ୍ଗଲ ମଧ୍ୟରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ପୀଠ । ଆଜି ମକର ସଂକ୍ରାନ୍ତି । ଏ ଅବସରରେ
Read More...

ଗୁଡଭେଲା ସାହିତ୍ୟ ଘରର ବହୁଭାଷୀ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ୫୭ତମ ତେନ୍ତୁଳିଖୁଣ୍ଟି ମକର ମେଳା ଉପଲକ୍ଷେ ବାଳୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଓ ବହୁଭାଷୀ କବିତା ଆସର ଜାନୁଆରୀ ୧୫ ତାରିଖ ଅପରାହ୍ନରେ ତେଲନଦୀର ପେନ୍ଦିମୁଣ୍ଡା ଘାଟଠାରେ ଅନୁଷ୍ଠିତ ହୋଇଯାଇଛି । ଗୁଡଭେଲା ବ୍ଲକ୍‌ର ପୂର୍ବତନ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ
Read More...

ନବୀନ ପକ୍ଷରୁ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ନବୀନ କାର୍ଯ୍ୟାଳୟଠାରେ ଓଡ଼ିଆ ଭାଷା ରକ୍ଷକ କାଳଜୟୀ ସାରସ୍ୱତ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୨ତମ ଜୟନ୍ତୀ ପାଳିତ ହୋଇଯାଇଛ । ନବୀନ ସମ୍ପାଦକ ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି
Read More...

କଳିଙ୍ଗ କଳା ପରିଷଦ ଆୟୋଜିତ ୧୬ତମ ଆନ୍ତଃ ବିଦ୍ୟାଳୟ ବହୁଭାଷୀ ଲଘୁ ନାଟକ ମହୋତ୍ସବ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ କଳା ପରିଷଦ ଆନୁକୂଲ୍ୟରେ ୧୬ତମ ବହୁଭାଷୀ ଲଘୁ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଆର୍‌ଏସ୍‌ପିର ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଲୋକ ସଂପର୍କ
Read More...

କଂଗ୍ରେସ ଦଳରେ ମିଶିଲେ ବିଜେଡି ସଂଖ୍ୟାଲଘୁ ସଭାପତି ଅସରଫ୍‌ ଅଲ୍ଲି ଖାନ

ନରସିଂହଙ୍କ ନେତୃତ୍ୱ ଓ କଂଗ୍ରେସ ଦଳ ଆଦର୍ଶରେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ସାଲେପାଲିଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସଭାପତିତ୍ୱରେ ଏକ ବନ୍ଧୁମିଳନ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମିଶ୍ରଣ ପର୍ବରେ
Read More...

୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ତୃତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲର ବାର୍ଷିକ ଉତ୍ସବ ରାଜେନ୍ଦ୍ର କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ସାହୁ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବେ
Read More...
error: Content is protected !!