Daily Archives

କୁଶଙ୍ଗରେ ମକର ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ, କୁଶଙ୍ଗ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ସ୍ଥାନୀୟ କୁଶଙ୍ଗାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶତାଧିକ କଳାକାର ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଲୋକକଳା, ଲୋକବାଦ୍ୟ,
Read More...

ପୁଣି ଚମକିଲେ ବଲାଙ୍ଗିରର କୁନି ବ୍ୟାଡମିଣ୍ଟନ ଖେଳାଳି

ରାଜ୍ୟ ରେକିଂ ପ୍ରତିଯୋଗିତାରେ ୯ ବର୍ଷରେ ସମର୍ଥ ଓ ୧୧ ବର୍ଷରେ ଗୌତମ ରାଜ୍ୟ ଚମ୍ପିୟାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟନେକ୍ସ ସନ୍‌ରାଇଜ ଓଏସ୍‌ବିଏ ରାଜ୍ୟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୯ ବର୍ଷ ଓ ୧୧ ବର୍ଷ ବୟସ ବର୍ଗରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘରୁ ପ୍ରତିନିଧିତ୍ୱ କରିଥିବା
Read More...

ଆୟୁର୍ବେଦିକ କଲେଜ ଓ ହସପିଟାଲର ବାର୍ଷିକ ଉତ୍ସବରେ ନରସିଂହ

କଲେଜକୁ କବିରାଜ ଚତୁର୍ଭୁଜ ରାଏଗୁରୁଙ୍କ ନାମରେ ନାମିତ କରାଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରାଣ କାଳରୁ ଆୟୁର୍ବେଦ ପ୍ରତି ଲୋକଙ୍କ ବହୁତ ଆସ୍ଥା ଓ ବିଶ୍ୱାସ ଅଛ । ଦେଶରେ ଚିକିତ୍ସା କ୍ଷେତ୍ରରେ ଆଧୁନିକ ବୈଷୟିକ କୌଶଳ ଉପଯୋଗ ହେବା ପୂର୍ବରୁ କବିରାଜମାନେ ହିଁ ବିଶେଷ
Read More...

ଓଡିଶା ଖଣି ନିଗମରେ ଡେପୁଟି ମ୍ୟାନେଜର ଭାବେ ଯୋଗ ଦେଲେ ସାର୍ଥକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁରାତନ ଛାତ୍ର ସାର୍ଥକ ନିକଟରେ ଓଡିଶା ଖଣି ନିଗମରେ ପର୍ସୋନେଲ ଏବଂ ଆଡମିନିଷ୍ଟ୍ରେସନ୍‌ ବିଭାଗରେ ଡେପୁଟି ମ୍ୟାନେଜର (ଉପ-ପରିଚାଳକ) ଭାବେ ଯୋଗ ଦେଇଛନ୍ତି । ସଂପ୍ରତି ସେ ରାୟଗଡା ସ୍ଥିତ ଦକ୍ଷିଣାଞ୍ଚଳ ରିଜିଓନାଲ ଅଫିସରେ ଅବସ୍ଥାପିତ
Read More...

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ନୂଆପଡାକୁ ୩-୧ ଗୋଲରେ ହରାଇ ଫାଇନାଲରେ ଜାମଖୁଣ୍ଟା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର କୁମ୍ଭୀ ପଟୁଆ ଡୁଙ୍ଗରି ଖେଳପଡିଆଠାରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିବସରେ ପହଞ୍ଚିଛି । ଷଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ
Read More...

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବଲାଙ୍ଗିର ଗୋପାଳଜୀ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତା ଏବଂ
Read More...

ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା, ଆଧୁନିକ ଲୋକ ସାହିତ୍ୟ ପର୍ବ ଏବଂ ମକର ବନ୍ଧୁମିଳନ ଦୃଷ୍ଟି ବାଧିତ ଓ ଶ୍ରବଣ ବାଧିତ ବିଦ୍ୟାଳୟ, ସେକ୍ଟର ୧୦ ସିଡିଏ, କଟକଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର
Read More...

ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ପବିତ୍ର ହରିଶଙ୍କର ପୀଠ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ବ । ଚଳଚଞ୍ଚଳ ଗାଁ ଠାରୁ ସହର । ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଘରେ ଘରେ ମକର ଚାଉଳ କରି ନିଜ ଇଷ୍ଟ ଦେବାଦେବୀଙ୍କୁ ଭୋଗ କରିଛନ୍ତି ରାଜ୍ୟବାସୀ । ଏହି ପବିତ୍ର ଦିନରେ ପଶ୍ଚିମ
Read More...

ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମ ପରିସରରେ ତିନିଦିନିଆ ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ରବିବାର ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଲୋକକଳା ମହୋତ୍ସବ ସହ
Read More...

ବାଳିକା ଉଚ୍ଚ ବିଦ୍ୟାଳୟ ଏସ୍‌ଏସ୍‌ଡିର ବାର୍ଷିକ ଉତ୍ସବ ପାଳନ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥାନୀୟ (ଏସ୍‌ଏସ୍‌ଡି) ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ବହୁ ଧୁମ୍‌ଧାମ୍‌ରେ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...