Daily Archives

ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ବ୍ଲକର ୧୧ଟିରୁ ୮ଟି ପେକ୍ସ ପରିଦର୍ଶନ

ମିଲର୍ସ, ଅଧିକାରୀଙ୍କ ଧାନଚାଷୀଙ୍କୁ କଟନି ଛଟନି ନାଁରେ ଶୋଷଣକୁ ଚେତାବନୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ବ୍ଲକ ଅଞ୍ଚଳର ସମସ୍ତ ୨୨ଟି ପଞ୍ଚାୟତରେ ଥିବା ୧୧ଟି ପେକ୍ସରୁ ବୁଧବାର ପ୍ରଥମ ଦିନରେ ୮ଟି ପେକ୍ସକୁ ପରିଦର୍ଶନ
Read More...

ମୋବାଇଲ୍‌ ଫୋନ୍‌ ଲୁଟା ଘଟ୍‌ନା ଥି ୩ ଜନ୍‌ ଅଭିଯୁକ୍ତ କେ ଗିରଫ୍‌ କରି କୋର୍ଟ ଚାଲାଣ୍‌ କଲା ବଲାଙ୍ଗିର ସଦର୍‌ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ୍‌ ଫୋନ୍‌ ଲୁଟା ଘଟ୍‌ନା ଥି ଆଜି ୩ ଜନ୍‌ ଅଭିଯୁକ୍ତ କେ ଗିରଫ୍‌ କରି କୋର୍ଟ ଚାଲାଣ୍‌ କରିଛେ ବଲାଙ୍ଗିର ସଦର୍‌ ପୋଲିସ୍‌ । ଇ’ ମାମ୍‌ଲା ଥି ଚନ୍ଦନ୍‌ଭାଟି ପାଖର୍‌ ବଘ୍‌ଲା ଗାଁର ସିଦ୍ଧାନ୍ତ ପଧାନଙ୍କର ସାଙ୍ଗେ ୨ ଜନ୍‌ ନାବାଲକ୍‌ କେ ଗିରଫ୍‌
Read More...

ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟା : ଝର୍‌କା ନାଟକ ମଂଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଝର୍‌କା’ । ଭବାନୀପାଟଣାର କାରୁଣ୍ଡ କଳାମଂଚ ପକ୍ଷରୁ ପରିବେଷିତ ଏହି ନାଟକକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟସାଧକ ପ୍ରଦୀପ ଡି.ମାଝି । ନାଟକ ପ୍ରଦର୍ଶିତ ହେବା
Read More...

ଜଗନ୍ନାଥ ଅର୍ପଣ ରଥ ପରିକ୍ରମାକୁ ରୋତ୍‌ ଗ୍ରାମରେ ବିଜେପି ତରଫରୁ ବିରୋଧ ପ୍ରଦର୍ଶନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ଗ୍ରାମପଂଚାୟତରେ ଜଗନ୍ନାଥ ଅର୍ପଣ ରଥକୁ ବିରୋଧ ପ୍ରଦର୍ଶନ କରାଯାଇଛି । ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମର ରଥ ରୋତ୍‌ ଗ୍ରାମର ମାଉସୀ ମନ୍ଦିର ଅଭିମୁଖେ ଆସୁଥିବା ବେଳେ ରୋତ୍‌ ଗ୍ରାମର ବିଜେପି କର୍ମୀମାନେ ରଥକୁ
Read More...

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବଣଭୋଜି ଓ ଆଲୋଚନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବଣଭୋଜି ଓ ଆଲୋଚନା ସଭା ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ୨୦୧୭ ମସିହାରୁ ଏହି ଅନୁଷ୍ଠାନ ଗଠନ ହେବା ଦିନଠାରୁ ପ୍ରତିବର୍ଷ (କରୋନା ସମୟ ବ୍ୟତୀତ) ଏହି କାର୍ଯ୍ୟକ୍ରମ
Read More...

ଶ୍ରୀମନ୍ଦିର ଭୋଗମଣ୍ଡପରେ ଅଘଟଣ

ପୁରୀ : ଶ୍ରୀମନ୍ଦିର ଭିତରେ ଅଘଟଣ । ଭୋଗମଣ୍ଡପ ଭିତରେ ଘଟିଛି ଅଘଟଣ । ଗରମ ଡ଼ାଲି ପଡ଼ି ଜଣେ ବୋଝିଆ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବୋଝିଆ ଜଣଙ୍କ ହେଉଛନ୍ତି କଣାସ ଅଞ୍ଚଳର ମେଘନାଦ ପ୍ରଧାନ । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ
Read More...

ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀ

ପିଲାମାନଙ୍କୁ ଭଲ ପାଠ ପଢିବାକୁ, ଭଲ ଟ୍ରେନିଂ ନେଇ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀଆପଣମାନଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ତୁରନ୍ତ ରକ୍ଷା କରିଛନ୍ତି, ଆପଣମାନେ ଭଲ କାମ କରି ଓଡିଶାର ନାଁ ରଖନ୍ତୁ – ୫-ଟି ଅଧ୍ୟକ୍ଷ ଭୁବନେଶ୍ୱର : ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ
Read More...

ବଲାଙ୍ଗିର ନଗର କଂଗ୍ରେସ କର୍ମୀ ସମ୍ମିଳନୀ

ବଲାଙ୍ଗିରକୁ ଶିଳ୍ପ ବିହୀନ କରିବାରେ ରାଜପରିବାର ଦାୟୀ : ସମରେନ୍ଦ୍ର୧୦ ବର୍ଷର ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାନ୍ତୁ କଂଗ୍ରେସ କର୍ମୀ : ନରସିଂହବଲାଙ୍ଗିରର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ରାଜ ପରିବାର : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନଗର କଂଗ୍ରେସର
Read More...

ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ବାଳକ ବିଭାଗ ଦ୍ଵାରା ସପ୍ତ ଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ନିକଟସ୍ଥ ଧାମରା ବସ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଫେଇ, କଲେରା ସଚେତନତା ରାଲି ଓ
Read More...

ଗ୍ରାମରେ ପଶି ଘର ଭାଙ୍ଗିଲେ ହାତୀ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ଜକେଇକଳା ଗ୍ରାମରେ ଦୁଇଟି ଦନ୍ତା ହାତୀ ଦୁଇ ଦିନ ତଳେ ଖାଦ୍ୟ ଅନ୍ୱେଷଣରେ ଘର ଭାଙ୍ଗିବା ଘଟଣାରେ ରାସ୍ତାରୋକ । ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଦୁଇ ଜଣ ରେଞ୍ଜର ଓ ଫରେଷ୍ଟରଙ୍କୁ ଅଟକ ରଖି ରାସ୍ତାରୋକ କରିଥିବା ବେଳେ ଆଜି
Read More...
error: Content is protected !!