pakka

ଶ୍ରୀମନ୍ଦିର ଭୋଗମଣ୍ଡପରେ ଅଘଟଣ

bbehera

ପୁରୀ : ଶ୍ରୀମନ୍ଦିର ଭିତରେ ଅଘଟଣ । ଭୋଗମଣ୍ଡପ ଭିତରେ ଘଟିଛି ଅଘଟଣ । ଗରମ ଡ଼ାଲି ପଡ଼ି ଜଣେ ବୋଝିଆ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବୋଝିଆ ଜଣଙ୍କ ହେଉଛନ୍ତି କଣାସ ଅଞ୍ଚଳର ମେଘନାଦ ପ୍ରଧାନ । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଦୁଇ ଗୋଡ଼ ଓ ଦେହରେ ବେଳେ ତାଙ୍କ ଦୁଇ ଗୋଡ଼ ଓ ଦେହରେ । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

three × two =