Daily Archives

ସଡ଼କ ଦୁର୍ଘଟଣାରେ ଜୀବନ ହାନୀ ଜାତି ଓ ସମାଜ ପାଇଁ ଅପୂରଣୀୟ କ୍ଷତି : ଜିଲ୍ଲାପାଳ

ସହରରେ ସୁବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ପଦକ୍ଷେପସଚେତନ ନାଗରିକ ଓ ପ୍ରଶାସନର ମିଳିତ ବୈଠକଅତିଶୀଘ୍ର ସମ୍ବେଦନଶୀଳ ଗହଳି ଛକ ଗୁଡିକରେ ବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଲେ ଜିଲ୍ଲାପାଳ ଶ୍ରୀ ରାୟ ସୁବର୍ଣ୍ଣପୁର,
Read More...

ଦେବଙ୍ଗ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ଫାଇନାଲରେ ଘୁଷୁରାମୁଣ୍ଡାକୁ ୫-୪ ଗୋଲରେ ହରାଇ ଖଲିଆଖମାର ଚମ୍ପିୟାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଂଚାୟତ ଦେବଙ୍ଗ ଗ୍ରାମର ମିନି ଷ୍ଟାଡିଅମ ଖେଳ ପଡିଆଠାରେ ଚାଲିଥିବା ୧୨ତମ ନିଶାମଣି ଭୋଇ ସ୍ମାରକ୍ରୀ ଫୁଟବଲ
Read More...

ଗଦି ସିଲେଇ କରି ପରିବାର ପ୍ରତିପୋଷଣ କରୁଛନ୍ତି ଚଣ୍ଡିମଲ ପାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରା, ବର୍ଷା, ଶୀତ କାହାକୁ ଖାତିର ନ କରି ଘରକୁ ଘର ବୁଲି ଦୀର୍ଘ ୨୫ ବର୍ଷ ହେବ ଗଦି ସିଲେଇ କରି ପରିବାର ପ୍ରତିପୋଷଣ କରୁଛନ୍ତି ବଲାଙ୍ଗିର ସହର ଲାଲଟିକ୍ରାରେ ରହୁଥିବା ଚଣ୍ଡିମଲ ପାଲ(୫୪) । ସୂଚନା ଅନୁସାରେ ରୋଜଗାର କରିବା ଆଶାରେ ସୁଦୂର କଳାହାଣ୍ଡି
Read More...

ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଦିଲ୍ଲୀପ ରାୟଙ୍କ ସାକ୍ଷାତ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହ ଭେଟ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରୀ ରାୟଙ୍କୁ ପୁଷ୍ପଗୁଛ ଦେଇ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ସହରର ବିଭିନ୍ନ
Read More...

କୋଶଲି ମାଲି ସମାଜ ଦ୍ୱାରା ଜିଲ୍ଲାସ୍ତରୀୟ ସାବିତ୍ରୀ ବାଈ ଫୁଲେଙ୍କ ୧୯୩ତମ ଜନ୍ମ ଜୟନ୍ତୀ ପାଳିତ

ସମାଜର କୁସଂସ୍କାର ଦୂର କରିବା ସହିତ ନାରୀ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିଠାରେ କୋଶଲି ମାଲି ସମାଜ ଦ୍ୱାରା ଆଜି ଜିଲ୍ଲାସ୍ତରୀୟ ସାବିତ୍ରୀ ବାଈ ଫୁଲେଙ୍କ ୧୯୩ତମ ଜନ୍ମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି
Read More...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୋନପୁର/ତରଭା : ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ବ୍ରାହ୍ମଣୀ ଗାଁର ଯଦୁନାଥ ସୁନା (୭୦) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ ।
Read More...

ଏକା ସାଙ୍ଗରେ ବାପ-ପୁଅଙ୍କ ଜୀବନ ନେଲା ହାଇୱା

ସୋନପୁର : ସୋନପୁର ବ୍ଲକ ଛକ ଟ୍ରାଫିକ ପୋଷ୍ଟରେ ମଙ୍ଗଳବାର ରାତି ପ୍ରାୟ ୭.୩୦ ମି.ରେ ଏକ ହାଇୱା (ଓଡି ୩୧ ଏଲ୍‌ ୩୧୮୦) ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ରାଜକୁମାର ମହାକୁଡ଼ (୫୦) ଏବଂ ତାଙ୍କ ପୁଅ ଓମ୍‌ପ୍ରିତ (୧୬)ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି ।
Read More...

ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁମାନେ ହିଁ ସୁସ୍ଥ ସମାଜ ଗଠନର ମୁଖ୍ୟ କର୍ଣ୍ଣଧାର ଓ ଯୁଗେ ଯୁଗେ ବନ୍ଦନୀୟ ବୋଲି ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସତ୍ୟଭାମା ଦେବୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
Read More...

ମା’ ସାରଦା ଦେବୀଙ୍କ ୧୭୧ତମ ଜନ୍ମ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମର ସଂପାଦକ ସ୍ଵାମୀ ଅଶୋକାନନ୍ଦ ମହାରାଜାଙ୍କ ପୌରହିତ୍ୟରେ ମା' ସାରଦା ଦେବୀଙ୍କ ୧୭୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପାରିବାରିକ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ପାରିବାରିକ ବନ୍ଧୁମିଳନ ଖୁଜେନପାଲିସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ବର୍ଷ ଉପଲକ୍ଷେ ପରିବାର ମିଳନ ଉତ୍ସବ ପାଳନ କରାଯାଇଥିଲା । ଏହି ବନ୍ଧୁମିଳନରେ ମୁଖ୍ୟ ଅତିଥି ଭାବରେ ସ୍ୱାମୀ ତେଜୟାନନ୍ଦ
Read More...
error: Content is protected !!