Daily Archives

ବଲାଙ୍ଗିର ଦୁର୍ଗାମଣ୍ଡପ ନିକଟରେ ଉଦ୍‌ଘାଟିତ ହେଲା ମିଶନ ଶକ୍ତି କାଫେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସଦର ମାହକୁମା ସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଉଦ୍‌ଘାଟିତ ହେଲା ମିଶନ ଶକ୍ତି କାଫେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର , ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଏହାର ଉଦ୍‌ଘାଟନ କରିଥିଲେ । ଏହି କାଫେରେ ମାଣ୍ଡିଆ…
Read More...

ରାମମୟ ହେଲା ବଲାଙ୍ଗିର ଶାନ୍ତିପଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମମୟ ହେଲା ବଲାଙ୍ଗିର ଶାନ୍ତିପଡ଼ା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବଲାଙ୍ଗିର ଶାନ୍ତିପଡା ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ସୁନ୍ଦରାକାଣ୍ଡ ଆୟୋଜିତ । ଏହି ଅବସରରେ ଅଞ୍ଚରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଅଞ୍ଚଳ ତଥା ଆଖପାଖ…
Read More...

କୋଶଲ ରାଜ୍ୟ ଦାବୀ ନେଇ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଭାଙ୍ଗମୁଣ୍ଡା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଦିବସରେ ଦୀପାବଳୀ ପାଳନ କରାଯାଇଛି । କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଗାଇସିଲେଟ ବ୍ଲକର ସଭାପତି ଗଜପତି…
Read More...

କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଆଧ୍ୟାତ୍ମିକ ଉତ୍ସବର ସରଗରମ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ-ପ୍ରତିଷ୍ଠାତ୍ସୋବ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ମଧ୍ୟ ଆଧ୍ୟାତ୍ମିକ ଉତ୍ସବ ମାନାଯାଇଥିଲା । ରାମଲାଲାଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଧ୍ୟାତ୍ମିକ…
Read More...

ଯମୁନାବାହାଲରେ ବାର୍ଷିକ ଆଦିଅନାଦି ଜୟ ଭୀମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ହଳଦୀକୁ ହରାଇ ଖଲିଆଖମାର ଦଳ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଧୁପଲା ଗ୍ରାମ ପଂଚାୟତର ଯମୁନାବାହାଲ ଖେଳପଡିଆଠାରେ ଗତ ୧୪ ତାରିଖଠାରୁ ଚାଲିଥିବା ଷଷ୍ଠ ବାର୍ଷିକ ଆଦିଅନାଦି ଜୟ ଭୀମବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ହଳଦୀକୁ ହରାଇ…
Read More...

ରାମମୟ ସମଗ୍ର ମୁରିବାହାଲ ବ୍ଲକ ଅଞ୍ଚଳ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମଗ୍ର ଭାରତ ବର୍ଷ ହର୍ଷୋଲ୍ଲାସର ସହ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ସମସ୍ତ ଗାଁ ଗାଁ ଘରେ ଘରେ ରାମମୟ ପରିବେଶ ସୃଷ୍ଟି ହୋଇଛି ।…
Read More...

ଚନ୍ଦନଭାଟି ଅଞ୍ଚଳରେ ଶ୍ରୀରାମଙ୍କ ନଗର ପରିକ୍ରମା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସହରଠୁ ପୁରପଲ୍ଲୀରେ ଶ୍ରୀରାମଙ୍କ ନଗର ପରିକ୍ରମା ଚାଲିଥିବା ବେଳେ ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ଚନ୍ଦନଭାଟି ଏବଂ ବଘଲା ଗ୍ରାମରେ ମଧ୍ୟ ବଡ ଧୁମ୍‌ଧାମ୍‌ରେ ଶ୍ରୀରାମଙ୍କ ନଗର ପରିକ୍ରମା ହୋଇଥିଲା । ଶ୍ରୀରାମଙ୍କ ନାରାରେ କମ୍ପି ଉଠୁଥିଲା…
Read More...

ସାଲେପାଲିରେ କୁନ୍ଦାଦେଓ ଯାତ୍ରା ସମ୍ପନ୍ନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମରେ ଛ ଦେଓ ସୂର୍ଯ୍ୟବଂଶ ଗୋଣ୍ଡ ସମାଜର କୁନ୍ଦାଦେଓ ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପ୍ରଥମେ ଉପବାସ ଆଜି ନଗର ପରିକ୍ରମା କରାଯାଇଥିଲା । ଆସନ୍ତା କାଲି ଛତ୍ର ଭୋଜ ରହିଥିବା…
Read More...

ନୃସିଂହନାଥ ପୀଠରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନାଞ୍ଚଳ ତରଫରୁ ନୃସିଂହନାଥଠାରେ ହେଉଥିବା ବଣଭୋଜି ସ୍ଥଳରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ, ମାଉଣ୍ଟ ଏକ୍ସପ୍ଲୋର୍, ଗନ୍ଧମାର୍ଦ୍ଦନ ବନୌଷଧି ଓ ପାଇକମାଲ ବନାଞ୍ଚଳର ସକ୍ରିୟ ସହଯୋଗରେ ଏକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ସହ…
Read More...

ବରଗଡ଼ ଭଟଲି ଛକରେ ଭବ୍ୟ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଅଯୋଧ୍ୟାରେ ଅନୁଷ୍ଠିତ ହେଉଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମୃତିମାନସରେ ଚିରସ୍ମରଣୀୟ କରିବା ପାଇଁ ବରଗଡ଼ ଭଟଲି ଛକରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ୯ଘଣ୍ଟା…
Read More...