ls

ଚନ୍ଦନଭାଟି ଅଞ୍ଚଳରେ ଶ୍ରୀରାମଙ୍କ ନଗର ପରିକ୍ରମା

2020

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସହରଠୁ ପୁରପଲ୍ଲୀରେ ଶ୍ରୀରାମଙ୍କ ନଗର ପରିକ୍ରମା ଚାଲିଥିବା ବେଳେ ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ଚନ୍ଦନଭାଟି ଏବଂ ବଘଲା ଗ୍ରାମରେ ମଧ୍ୟ ବଡ ଧୁମ୍‌ଧାମ୍‌ରେ ଶ୍ରୀରାମଙ୍କ ନଗର ପରିକ୍ରମା ହୋଇଥିଲା । ଶ୍ରୀରାମଙ୍କ ନାରାରେ କମ୍ପି ଉଠୁଥିଲା ସାରା ଅଞ୍ଚଳ । ପ୍ରତ୍ୟେକ ଘରମୁହଁରେ ଝୋଟିଚିତା ପକାଇ କଳସ ବସାଇ ଶ୍ରୀରାମଙ୍କ ଫଟୋଚିତ୍ରକୁ ଗୋଡ ଧୋଇ ଆଶୀର୍ବାଦ ନେଉଥିଲେ ସ୍ଥାନୀୟ ଲୋକେ । ଆଜି ଭକ୍ତିମୟ ପରିବେଶ ହୋଇ ଉଠିଥିଲା । ବାଟୋଇମାନଙ୍କ ପାଇଁ ଭୋଗର ମଧ୍ୟ ସୁବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.