Daily Archives

ଟିକ୍ରାପଡ଼ା-ସୁର୍ଡା ରାସ୍ତା ନାଗଫେଣା ଗାଁ ନିକଟରୁ ୧୩ କେନ୍ଦୁଗଣ୍ଡି ସହ ମେକ୍ସ ପିକ୍‌ଅପ୍ ଜବତ

୩ଟି ରେଞ୍ଜର ମିଳିତ ଚଢାଉ, ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା, ଚୋରା ଚାଲାଣକାରୀ ଫେରାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ, ସଇଁତଲା ଓ ପାଟଣାଗଡ ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ାଉ କରି ଆଜି ବଡିଭୋର୍ ୩ଟାରେ ଟିକ୍ରାପଡ଼ା-ସୁର୍ଡା ରାସ୍ତାର ସଇଁତଲା
Read More...

ଆସନ୍ତା ୧୮ ଓ ୧୯ରେ ଭୁବନେଶ୍ୱରଠାରେ ଆୟୋଜିତ ହେବ ଦୁଇ ଦିନିଆ ପ୍ରତିରକ୍ଷା ପେନ୍‌ସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ୱର, (ପିଆଇବି) : ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ୱର ନୟାପଲ୍ଲୀ ବିଦ୍ୟୁତ ମାର୍ଗସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନ୍‌ସନ୍‌ ଅଭିଯୋଗ
Read More...

କୁରସୁଡସ୍ଥିତ ମହୁଲପଡ଼ା ଖେଳ ପଡିଆରେ ଅଶ୍ୱିନୀ ନାଏକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମଣ୍ଟର ଚାମ୍ପିଅନ ହେଲେ ପରାସରା ଟିମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅଶ୍ଵିନି ନାଏକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ କୁରସୁଡସ୍ଥିତ ମହୁଲଭଟା ଖେଳ ପଡିଆରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ୨୪ ତାରିଖ ରବିବାର ଦିନଠାରୁ ଆରମ୍ଭ ହୋଇ ସାତଦିନ ଧରି ଖେଳ ହୋଇଥିଲା । ଆଜିର ଫାଇନାଲ ଖେଳ ପରାସରା ଓ
Read More...

ନାବାଳିକା ଝିଅଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ପ୍ରେମିକ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭଳି ଏକ ଲଜ୍ୟାଜନକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଭାନପୁର ପଞ୍ଚାୟତ ତୁର୍ଲା ଗାଁର
Read More...

ସ୍କୁଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରାକ୍ଟର

ଭଦ୍ରକ : ସ୍କୁଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରାକ୍ଟର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ନୂଆପୋଖରୀ ଧାନଘର ନିକଟରେ ଏହି ଦୁର୍ଘଟଣା ଘଟିଛି । ଧାନଘର
Read More...

ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ୨୦ ଜଣ ଆହତ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନିଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆଜି କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲିଠାରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ପଦ୍ମପୁର : (କେପିଏନ୍‌ଏସ୍‌) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପୁରେନା ଗ୍ରାମର ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ପିତା ଲଲିତ ମୋହନ ପାଣୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଅନୁଭବ କରିବା ଯୋଗୁଁ
Read More...

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ନବବର୍ଷ ଦିନ ଭଳି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ
Read More...

ବିଶ୍ୱ ଅନ୍ତର୍ମୁଖୀ ବ୍ୟକ୍ତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାନୁଆରୀ ୨ରେ "ବିଶ୍ୱ ଅନ୍ତର୍ମୁଖୀ ବ୍ୟକ୍ତି ଦିବସ" ପାଳନ କର ଏବଂ ତୁମର ଭିତରର ଅନ୍ତଃ କରଣକୁ ଆଲିଙ୍ଗନ କର । ଏହି ବାର୍ଷିକ ଛୁଟି ଅନ୍ତର୍ମୁଖୀ ବ୍ୟକ୍ତିଙ୍କ ଅନନ୍ୟ ଶକ୍ତିକୁ ସମ୍ମାନ ଦେବା ପାଇଁ ସୃଷ୍ଟି କରାଯାଇଥିଲା ଯେଉଁଥିରେ ଚିନ୍ତାଧାରା,
Read More...

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ୨୬ ନଂ ଜାତୀୟ ରାଜପଥ ବୁର୍ଡାଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ମୃତକ ଜଣକ ନିକଟସ୍ଥ ଚୌହାନପାଲି ଗ୍ରାମର ବିନୋଦ ବାରିକ ବୋଲି ଜଣାଯାଇଛି । ସେ ଯୋଗ ପ୍ରଶିକ୍ଷକ
Read More...
error: Content is protected !!