Daily Archives

ମଦୁଆ ବଲେରୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଦୁଆ ବଲେରୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ । ଚାପି ଦେଲା ରାସ୍ତାକଡ଼ରେ ଛିଡା ହୋଇଥିବା ଗଦା ଗଦା ମଟର ସାଇକେଲ । ସୂଚନାଯୋଗ୍ୟ ଯେ, ଆଜି ରାତି ପ୍ରାୟ ୮ଟା ସମୟରେ ବଲାଙ୍ଗିର ସହର ପଟୁ ଆସୁଥିବା ଏକ ବୋଲେରୋ ଶାନ୍ତିପଡ଼ା ଛକ ତିରୁମାଳା ବୁକ୍‌ଷ୍ଟୋର ନିକଟ
Read More...

ନବ ଦାସ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧିତ

ବଲାଙ୍ଗିର/ପୁଇଁତଲା, (କେପିଏନ୍‌ଏସ୍‌) : କୁରୁଲ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ନବ ଦାସ ଫାଉଣ୍ଡେସନ ତରଫରୁ ପ୍ରଥମ ଶ୍ରାଦ୍ଧବାର୍ଷିକୀ କରାଯାଇଥିଲା । ସରପଞ୍ଚ ଅନୀତା ସେଟଙ୍କ ସଭାପତିତ୍ଵରେ ଓ ଅବସର ପ୍ରାପ୍ତ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଆବାହକତ୍ୱରେ ଏକ ସ୍ମୃତି ସଭା
Read More...

ମହଙ୍ଗା ପଡ଼ିଲା ଜେଲରେ ରହି ସାକ୍ଷୀଙ୍କୁ ଧମକାଇବା : ସଜା ପାଇଲେ ମୁଖ୍ୟ ଅଭିଯୁକ୍ତ ରାଧାଶ୍ୟାମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଏକ ହତ୍ୟାକାଣ୍ଡରେ ଜଡିତ ଥିବା ବିଚରାଧୀନ କଏଦୀ ଛତ୍ରପୁର ସବ୍‌-ଜେଲରୁ ମୋବାଇଲ୍ ଫୋନ୍‌ ଜରିଆରେ ସାକ୍ଷୀଙ୍କୁ ଧମକାଇବା ମହଙ୍ଗା ପଡ଼ିଲା । ଘଟଣାରୁ ଜଣାଯାଇଛି ଯେ' ଏହି ମାମଲାର ଶୁଣାଣି କରି ସୋମବାର ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍.
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମର ଉଦ୍‌ଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମେଳନ ପ୍ରକୋଷ୍ଠରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମର ଉଦ୍‌ଯାପନୀ ଉତ୍ସବ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଗତ ଜାନୁଆରୀ ୧୨ ତାରିଖରୁ ୨୯ ତାରିଖ
Read More...

ବାନିପାଲିରେ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବାନିପାଲି ଗ୍ରାମ ଖେଳପଡିଆରେ ଜେଏମ୍‌ବିସିସି ତରଫରୁ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣପଦକ ବିଜେତା ତଥା ରାଜ୍ୟ ସରକାରଙ୍କଠାରୁ ପ୍ରକୃତି ମିତ୍ର
Read More...

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତାମଖନାରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଦାମ ଚରଣ ଖମାରୀଙ୍କ ଦ୍ୱାରା ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ରୟାଲ ଏକାଡେମୀ ସ୍କୁଲର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ରୟାଲ ଏକାଡେମୀର ପ୍ରିନ୍‌ସିପାଲ୍‌ ନିରୁପମା ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
Read More...

ତକ୍ଷକ ବାର୍ଷିକ ସଂଖ୍ୟା ପ୍ରଚ୍ଛଦ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡିପଡା ଶେରସୁଆଁ ଗୁଡିଠାରେ ବଲାଙ୍ଗିରରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର ‘ତକ୍ଷକ’ର ଆଗାମୀ ଫେବୃଆରୀ ୧୮ରେ ବାର୍ଷିକ ଉତ୍ସବରେ ପ୍ରକାଶ ପାଇବାକୁ ଥିବା ବାର୍ଷିକୀ ସଂଖ୍ୟାର ପ୍ରଚ୍ଛଦ ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିର
Read More...

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହାସିକ ପଦକ୍ଷେପରେ ସଂପୃକ୍ତ ଥିବା ଧର୍ମପରାୟଣା ମହିଳାଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗତ ତା. ୨୬-୦୧-୨୦୨୪ ରିଖ ଶୁକ୍ରବାର ଦିନ ରାତ୍ର ଘ:୧୦.୩୩ମି. ସମୟରେ ସୀତାଦେବୀ ମିଶ୍ର ସ୍ୱର୍ଗତ ସନାତନ ମିଶ୍ରଙ୍କ ପତ୍ନୀ ତାଙ୍କ ମାଲପଡ଼ା ସ୍ଥିତ
Read More...

ବାଲିଗୁଡାରେ ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ୍‌ ସ୍ତରରେ ବଦଳି ନିମନ୍ତେ ଜାରି କରାଯାଇ ଥିବା ଆଦେଶ ଅନୁଯାୟୀ ସୋମବାର ବାଲିଗୁଡାର ନୂତନ ଉପଜିଲ୍ଲାପାଳ ଭାବେ ଡ. ରୀନା ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ
Read More...
error: Content is protected !!