Daily Archives

ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲାରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ
Read More...

ପ୍ରକାଶିତ ହେଲା ଟିଟିଲାଗଡ ଉପଖଣ୍ଡର ଚୂଡାନ୍ତ ଭୋଟର ତାଲିକା

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଦୁଇ ଗୋଟି ନିର୍ବାଚନୀ ମଣ୍ଡଳୀର ଭୋଟର ତାଲିକା ଆଜି ପ୍ରକାଶିତ କରିଛନ୍ତି ଉପଜିଲ୍ଲାପାଳ ଦୟାମୟ ପାଢୀ, ଟିଟିଲାଗଡ ଉପଖଣ୍ଡର ସମସ୍ତ ରାଜନୈତିକ ଦଳ ଉପସ୍ଥିତିରେ ଏହି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ୬୯-ଟିଟିଲାଗଡ
Read More...

ବଲାଙ୍ଗିରରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ଯାତ୍ରୀ ହନ୍ତସନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍‌ ଆଇନକୁ ନେଇ ବଢୁଛି ବିରୋଧ । ଏନେଇ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଏହି କ୍ରମରେ ବଲାଙ୍ଗିରରେ ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ସଂଘ । ଆଜିଠୁ ଅର୍ଥାତ୍‌ ଶୁକ୍ରବାର ଦିନରୁ ବଲାଙ୍ଗିରରେ ଡ୍ରାଇଭର
Read More...

ଟିଟିଲାଗଡ ଉପଖଣ୍ଡର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଦୁଇ ଗୋଟି ନିର୍ବାଚନୀ ମଣ୍ଡଳୀର ଭୋଟର ତାଲିକା ଆଜି ପ୍ରକାଶିତ କରିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ । ଉପଜିଲ୍ଲାପାଳ ଦୟାମୟ ପାଢୀ, ଟିଟିଲାଗଡ ଉପଖଣ୍ଡର ସମସ୍ତ ରାଜନୈତିକ ଦଳର ଉପସ୍ଥିତିରେ ଏହି ଚୁଡାନ୍ତ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଡିଜିଟାଲ୍ ଲର୍ନିଂ ଆଡଭାନ୍ସମେଣ୍ଟ ପାଇଁ ଏନ୍‌ପିଟିଇଏଲ୍‌ କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ ଗୃହରେ ଗୁରୁବାର ଏନ୍‌ପିଟିଇଏଲ୍‌ ଦ୍ୱାରା ଏକ କର୍ମଶାଳାର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ମଶାଳାର ସଂଯୋଜିକା ଡ଼. ଜ୍ୟୋତ୍ସ୍ନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମାବେଶରେ
Read More...

ଛତ୍ରପୁରଠାରେ ସଂକୁଳସ୍ତରୀୟ କ୍ରୀଡା ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଅନସ୍ଳୋ ଖେଳପଡିଆରେ ସଂକୁଳସ୍ତରୀୟ କ୍ରୀଡ଼ା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ସମାରୋହରେ ଛତ୍ରପୁର, ଗୋପାଳପୁର, ଭଞ୍ଜବିହାର, ଗଞ୍ଜାମ, ନରେନ୍ଦ୍ରପୁର, ରମ୍ଭା ଅଞ୍ଚଳର ସରସ୍ଵତୀ ଶିଶୁ ମନ୍ଦିରରରୁ
Read More...

ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଆର୍‌ ଏନ୍ ସିଂହଦେଓ ସ୍ପୋଟସ୍ କମ୍ପଲେକ୍ସଠାରେ ବାର୍ଷିକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଚେୟାରମେନ ସିଏ ଶ୍ରୀକାନ୍ତ ଶର୍ମା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ
Read More...

ସିଆର୍‌ପିଏଫ୍‌ଡି/ ୧୮୯ ଏବଂ ଇ/୧୮୯ ବାଟାଲିୟନ ଦ୍ୱାରା ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ୍ ୨୦୨୪ ଆୟୋଜିତ

ବରଗଡ : ଆଜି ଡି/୧୮୯ ବାଟାଲିୟନ ସିଆର୍‌ପିଏଫ୍‌, ପାଇକମାଲ୍ ଏବଂ ଇ/୧୮୯ ସିଆର୍‌ପିଏଫ୍‌ ପକ୍ଷରୁ ବରତୁଣ୍ଡା ଜିଲ୍ଲା ବରଗଡ଼ ବିକ୍ରମନଗର ସେବା ଆଶ୍ରମ ବିଦ୍ୟାଳୟ, ମନମଥପାଲି/ ବିକ୍ରମନଗର, ନୁଆପଡା-ପଦମପୁର ବିଜୁ ଏକ୍ସପ୍ରେସ-ୱେ ସମ୍ମୁଖରେ ଏକ "ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ୍" ଆୟାଜିତ
Read More...

ସରପଞ୍ଚ ସ୍ୱାମୀଙ୍କ ଦବଙ୍ଗଗିରି : ରାତ୍ରି ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ ଗଲେ ୨ ଅଭିଯୁକ୍ତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବ୍ଲକ କଲୋନୀରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ରାତ୍ରି ଜଗୁଆଳିଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଓ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେବା ଅଭିଯୋଗରେ ସଇଁତଲା ଥାନା କେସ୍‌ ନଂ ୦୬/୨୪ରେ
Read More...

ଜିଲ୍ଲା ଜୁନିୟର ରେଡକ୍ରସର କାର୍ଯ୍ୟକାରୀ କମିଟି ବୈଠକ

ବିକାଶ ସାହୁ ହେଲେ ନୂତନ ଜୁନିୟର ରେଡକ୍ରସ ଅଫିସର ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭା କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଧ୍ୟକ୍ଷ ଧୃବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜୁନିଅର ରେଡକ୍ରସର
Read More...
error: Content is protected !!