csstore

ନଅଗାଁ କଲୋନୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗୁଡ଼ଭେଲା, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଳକ ତଥା ତୁଷୁରା କ୍ଲଷ୍ଟର ଅଧିନରେ ଥିବା ନଅଗାଁ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ଚେରୁ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସିଆର୍‌ସିସି ସଂଜୟ ସାହୁ, ସହକାରୀ ଶିକ୍ଷକ ଚନ୍ଦ୍ରଧ୍ୱଜ ମେହେର, ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଧରଣୀ ଭୋଇ ପ୍ରମୁଖ ଯୋଗଦେଇ ବିଭିନ୍ନ ଔଷଧୀୟ ବୃକ୍ଷ ସହିତ ଦେବଦାରୁ, କଦଳୀ, ଆମ୍ବ, ନିମ୍ବ, ଅମୃତଭଣ୍ଡା ସହ ବିଭିନ୍ନ ପ୍ରଜାତୀର ଫୁଲ ଗଛ ରୋପଣ କରିଥିଲେ ।

jayashree
Leave A Reply

Your email address will not be published.