Browsing Tag

gudvela news

ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଗୁଡଭେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଞ୍ଚୟ, ଋଣ, ବୀମା ଇତ୍ୟାଦି ବ୍ୟାଙ୍କ ସେବା ଗୁଡ଼ିକର ପ୍ରତ୍ୟେକ ଦିନ ଆବଶ୍ୟକ ହୋଇଥାଏ । ବିମୁଦ୍ରାକରଣ ତଥା କୋଭିଡ୍‌ର ପରବର୍ତ୍ତୀ ସମୟରେ ଡିଜିଟାଲ କାରବାର ପ୍ରତି ଲୋକପ୍ରିୟତା ବଢ଼ି ଚାଲିଛି । ଗ୍ରାମାଞ୍ଚଳର ବାସିନ୍ଦାମାନେ
Read More...

ଇଣ୍ଟରନେସନାଲ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଛାତ୍ରଛାତ୍ରୀଙ୍କୁ ପାଠପଢାକୁ ନେଇ ବୋଝ ଦେବା ଉଚିତ ନୁହେଁ ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ଇଣ୍ଟରନେସନାଲ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗୁଡ଼ଭେଲା ବ୍ଲକ ବିଡିଓ
Read More...

ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅଧୀନ ଜାମୁଟ, ରହେନମାଳ ଓ ତରଙ୍ଗମୁଣ୍ଡାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ରବିବାର ସକାଳେ ଏହିସବୁ ଗ୍ରାମର ଚାଷୀଙ୍କ ରାହାଡି, ଧାନ ଓ ପରିବାର ଫସଲକୁ ହାତୀପଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଏଥିସହ ଜାମୁଟ
Read More...

ଗୁଡଭେଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

ଗୁଡଭେଲା, (କେପିଏନ୍‌ଏସ୍‌) : ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରା କ୍ରମେ ଗତକାଲି ଗୁଡଭେଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ସାମର୍ଥଙ୍କୁ ପ୍ରଦାନ
Read More...

କୁଣ୍‌ହା ସମାଜର ବାର୍ଷିକ ବୈଠକ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ରୁଷୁଡା ପଞ୍ଚାୟତ ଶାସନପାଲି ତେଲନଦୀ କୂଳରେ କୁଣ୍‌ହା ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଗଡା ଅଞ୍ଚଳ କୁଣ୍‌ହା ସମାଜର ସଭାପତି ବିବତ୍ସ ମିର୍ଦ୍ଧାଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବିଶିକେଶନ ମିର୍ଦ୍ଧା ଉଦ୍‌ବୋଧନ
Read More...

ତୁଷୁରା ଏନଏସିରେ ଭୀମ ଭୋଇ ସାମର୍ଥ୍ୟ ଶିବିର

ଗୁଡଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ
Read More...

ଗୁଡଭେଲା ସମ୍ବାଦ ସାହିତ୍ୟ ଘର ପକ୍ଷରୁ “ବିଶ୍ୱ ତାପନର କାରଣ ଓ ନିରାକରଣ” ଶୀର୍ଷକରେ ଆଲୋଚନାଚକ୍ର…

ଗୁଡଭେଲା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ "ବିଶ୍ୱ ତାପନର କାରଣ ଓ ନିରାକରଣ" ଶୀର୍ଷକରେ ଆଲୋଚନାଚକ୍ର ରବିବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୁଷୁରାଠାରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ
Read More...

ସୁନା ଅଳଙ୍କାର ବ୍ୟାଗ୍‌ ଭାବି ଗ୍ୟାରେଣ୍ଟି ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଗୁଡ଼ଭେଲା : ତୁଷୁରାକୁ ବଜାର ସୌଦା ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଅଳଙ୍କାର ବ୍ୟାଗ୍‌ ଭାବି ସେ ଧରିଥିବା ବ୍ୟାଗ୍‌କୁ ଦୁଇଜଣ ଦୁର୍ବୃତ୍ତ ଲୁଟି ନେଉଥିବା ବେଳେ ଲୋକଙ୍କ ହାବୁଡ଼ାରେ ପଡ଼ି ଧରାପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜଣେ ଯୁବକ ସୁନା ଅଳଙ୍କାର ଭଳି ଦିଶୁଥିବା
Read More...

ନଅଗାଁ କଲୋନୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗୁଡ଼ଭେଲା, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଳକ ତଥା ତୁଷୁରା କ୍ଲଷ୍ଟର ଅଧିନରେ ଥିବା ନଅଗାଁ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ଚେରୁ ନନ୍ଦଙ୍କ
Read More...

ଜାମୁଟ ଠାରୁ ଗମ୍ଭାରୀଗୁଡ଼ା ରା‌ସ୍ତାର ଅବ‌ସ୍ଥା ଶୋଚନୀୟ : ତୁର‌ନ୍ତ ମରାମତି ଦାବୀ

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ଜାମୁଟ ଠାରୁ ଗମ୍ଭାରୀଗୁଡ଼ା ରା‌ସ୍ତାର ଅବ‌ସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହାର ତୁର‌ନ୍ତ ମରାମତି ଦାବୀ କରିଛ‌ନ୍ତି ‌ସ୍ଥାନୀୟ ଜନସାଧାରଣ । ବଲାଙ୍ଗିର ଜି‌ଲ୍ଲାର ସୀମାନ୍ତ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ବିପର୍ୟ୍ୟସ୍ତ
Read More...