ଧାମନଗରରେ ବିଜେପିର ବିଜୟ : ଶାନ୍ତିପଡାରେ ଧୁମ୍‌ଧାମ୍‌ରେ ବିଜୟ ଉତ୍ସବ ମାନିଲେ ବିଜେପି କର୍ମକର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଧାମନଗରରେ ବିଜେପି ବିଜୟ ହୋଇଥିବା ବେଳେ ସାରା ଓଡିଶାରେ ବିଜେପିର କର୍ମର୍ତ୍ତାମାନେ ଏହି ବିଜୟ ଉତ୍ସବ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସହରର ଶାନ୍ତିପଡା ଠାରେ ବିଜେପିର କର୍ମକର୍ତ୍ତାମାନେ ମିଠା ବଣ୍ଟନ କରିବା ସହ ବାଣ ଫୁଟାଇ ବିଜୟ ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ।

Leave A Reply

Your email address will not be published.

seventeen − seven =