pakka

ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ଭର୍ତ୍ତି ହେବା ପାଇଁ ଆହ୍ୱାନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ଭର୍ତ୍ତି ହେବା ନିମନ୍ତେ ବରଗଡ଼ ଜିଲ୍ଲାର ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଆସନ୍ତା ସେପ୍ଟେମ୍ବର ମାସର ୭ତାରିଖରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜମାଦାରପାଲି ସ୍ଥିତ ଏୟାର ଷ୍ଟ୍ରିପ୍‌ଠାରେ ଚୟନ ପ୍ରକିୟା ଅନୁଷ୍ଠିତ ହେବ । ଶିକ୍ଷାଗତ ଯୋଗ୍ୟତା ଓ ବିଶଦ ବିବରଣୀ ପାଇଁ ଆର୍ମି ଓ୍ବେବ ସାଇଡ www.joinindianarmy.nic.inରେ ଲଗ୍ ଇନ୍ କରି ଜାଣି ପାରିବେ । ଏଥିପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କ ଅନ୍‌ଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ ଅଟେ । ଏହା ୫ ଜୁଲାଇରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଖୋଲିବ । ପ୍ରାର୍ଥୀମାନଙ୍କୁ ୧୫ ଦିନ ପୂର୍ବରୁ ଆଡମିଟ କାର୍ଡ ତାଙ୍କ ଇ ମେଲ୍ ଆଇଡିରେ ପଠାଇ ଦିଆଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

jay balangir
Leave A Reply

Your email address will not be published.

15 + thirteen =

error: Content is protected !!