ମୋଟର ସାଇକେଲ ସ୍ପିଡ୍‌ ରାଇଡର୍‌ସ୍‌ଙ୍କ ଉପରେ ପୋଲିସ ପ୍ରଶାସନର ନଜର୍‌ ପଡ଼ୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ମୋଟର ସାଇକେଲ ସ୍ପିଡ୍‌ ରାଇଡର୍‌ସ୍‌ଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜନ ଗହଳି ମଧ୍ୟରେ ଆଖି ପିଛୁଳାକେ ପବନ ବେଗରେ ଗାଡ଼ି ଛୁଟାଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛନ୍ତି ମୋଟର ସାଇକେଲ ସ୍ପିଡ୍‌ ରାଇଡର୍‌ସ୍‌ । ତେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.