ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ସେ ହେଉଛନ୍ତି, କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ ବୋଲି କୁହାଯାଏ । ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ । ବର୍ଷା, ପବନରେ ଜଣେ ମହିଳା ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ । ହାତରେ ଟେକିଧରି ରୋଗୀଙ୍କୁ ଆମ୍ବୁଲାନ୍ସ ଯାଏଁ ନେଇଆସିଥିଲେ । ମାନସଙ୍କ ସାହସିକ ପଦକ୍ଷେପ ପାଇଁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟି ବାରେ ଲାଗିଛି । ଏକ୍ସ ଜରିଆରେ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Leave A Reply

Your email address will not be published.