csstore

ବାଲୁକା ଶିଳ୍ପୀ ସଚୀଦାନନ୍ଦ ନୂତନ ବର୍ଷକୁ ସ୍ୱାଗତ ଜଣାଇଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନୂତନ ବର୍ଷ ୨୦୨୩କୁ ସ୍ୱାଗତ କରିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ଵର ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ଜଗତର ନାଥ ଜଗନ୍ନାଥଙ୍କ ମୁଖ ମଣ୍ଡଳ ବାଲୁକା ରାଶିକୁ ନେଇ ଅତି ସୁନ୍ଦର ଭାବରେ ନିର୍ମାଣ କରି ରଙ୍ଗଦେଇ ଆକର୍ଷଣୀୟ କରି ନୂତନ ବାର୍ଷକୁ ସ୍ୱାଗତ କରିଛନ୍ତି ।

jayashree
Leave A Reply

Your email address will not be published.