Daily Archives

ନବନିଯୁକ୍ତ ଶିକ୍ଷୟତ୍ରୀ ଦ୍ଵୟଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ନୂଆ ଶିକ୍ଷୟତ୍ରୀ ଯୋଗଦାନ କରିଛନ୍ତି । ବହୁ ଦିନ ହେଲା ଶିକ୍ଷକ ଅଭାବୀ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଶିକ୍ଷା ବିଭାଗ ପକ୍ଷରୁ ସୁଶ୍ରୀ ପ୍ରିୟଦର୍ଶିନୀ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୩୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୮ ଜଣ
Read More...

ଡାକ୍ତରଙ୍କୁ ଡାକିଲେ, ନର୍ସଙ୍କୁ ଗୁହାରି କଲେ କିନ୍ତୁ କେହି ଆସିଲେନି : ଦୀର୍ଘ ୫୦ ମିନିଟ୍ ଯନ୍ତ୍ରଣାରେ ଛଟପଟ ହେଲେ…

ଖଡିଆଳ, (ନିରାକାର ମେହେର) : ଡାକ୍ତରଙ୍କୁ ଡାକିଲେ, ନର୍ସଙ୍କୁ ଗୁହାରି କଲେ କିନ୍ତୁ କେହି ଆସିଲେ ନାହିିଁ । ଦୀର୍ଘ ୫୦ ମିନିଟ୍ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଡିଆଲଥାନା ଜୁନାନୀ ଗ୍ରାମରେ । ସୂଚନା ଅନୁସାରେ ଖଡିଆଳ ଥାନା ଜୁନାନୀ ଗ୍ରାମର
Read More...

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍‌ପିଙ୍କୁ ବଦଳି ହୋଇଛି । ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି । କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି
Read More...

ଭିଜିଲାନ୍ସ ଜାଲରେ ଧରାପଡିଲେ ଆର୍‌ଆଇ ଡଲି ସେଠୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ତହସିଲ ଅଧୀନ ବଇଞ୍ଚା ଆର୍‌ଆଇ ଡଲି ସେଠୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସୂଚନା ଅନୁସାରେ, ସରକାରଙ୍କ ପାରିବାରିକ ମୃତ ଜନିତ ସହାୟତା ଯାଞ୍ଚ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । ୧୦
Read More...

ରାଷ୍ଟ୍ରୀୟ ଅନୁସୂଚିତ ଜନଜାତିର ବକ୍ତା କର୍ମଶାଳା : ୬ ଓଡିଆଙ୍କ ସହ ସାମିଲ୍ ହେଲେ ଡ. କୌତୁକ ପନ୍ଦର

ମ.ରାମପୁର, (ହେମନ୍ତ ସାହୁ) : ନୂଆଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ବିଶ୍ଵ ଯୁବ କେନ୍ଦ୍ରଠାରେ ଗତ ତିରିଶ ତାରିଖ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଏକ ବକ୍ତା କର୍ମଶାଳା । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲେଖକ, କବି, ଆଇନଜୀବୀ ତଥା ବିଶିଷ୍ଟ ବ୍ୟକ୍ତି
Read More...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସୂଚନା ଅନୁଯାୟୀ,
Read More...

ବରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ବରଗଡ଼ ମ୍ୟୁନିସିପାଲିଟି ଅଧିନସ୍ଥ ପ୍ରଧାନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବରଗଡ଼କୁ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟା ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ
Read More...

ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁଭଦ୍ରା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଡ଼. ବିଜୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନଏସି
Read More...

ହମ ନିଶାଦ ତରଫରୁ “ଶାମ ଏ ରଫି୨୦୨୨” ରୌପ୍ୟ ଜୟନ୍ତୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମ ନିଶାଦ ତରଫରୁ ଶାମ ଏ ରଫି ୨୦୨୨ର ରୌପ୍ୟ ଜୟନ୍ତୀ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଓ ଇଡିପିକେ ଶତପଥୀ ସମ୍ମାନିତ ଅତିଥି ଭାବେ
Read More...