Daily Archives

ବିଜେଡିର ନୀଳ କୁମାରୀ ନାଏକ ଅମ୍ଭାଭୋନା ବ୍ଲକ ଜୋନରୁ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅମ୍ଭାଭୋନା ବ୍ଲକ ଜୋନରୁ ବିଜୁ ଜନତା ଦଳ ପ୍ରାର୍ଥନୀ ଶ୍ରୀମତୀ ନୀଳ କୁମାରୀ ନାଏକ ତାଙ୍କ ନିକଟତମ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନଙ୍କୁ ୬୪୪୬ ଭୋଟରେ ପରାସ୍ତ କରିଛନ୍ତି । ୧୮ ତଥା ଶେଷ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ
Read More...

ରୁଷ ଆକ୍ରମଣରେ ୨୦୦ରୁ ଅଧିକ ନିରୀହ ୟୁକ୍ରେନୀ ନିହତ : କ୍ୱିବକୁ ଅକ୍ତିଆର କରିବାକୁ ରୁଷର ପ୍ରଚଣ୍ଡ ପ୍ରଚେଷ୍ଠା

କ୍ୱିବ୍‌ : ରୁଷର ନୃସଂଶ ଆକ୍ରମଣରେ ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନ ବାଜିରେ ଲାଗିଛି । ରାଜଧାନୀ କ୍ୱିବର ରାସ୍ତା ଉପରେ ଶହ ଶହ ରୁଷ ଟ୍ୟାଙ୍କର ଘୁରି ବୁଲୁଥିବା ବେଳେ ଆକାଶରେ ଉଡୁଛି ଶହ ଶହ ଯୁଦ୍ଧ ବିମାନ । ରକେଟ ବୋମାମାଡରେ ରାଜଧାନୀ କ୍ୱିବର ଉଚ୍ଚତମ ଅଟ୍ଟାଳିକାଗୁଡିକ ଧୂଳିସାତ ହେବାରେ
Read More...

ଅନ୍ୟ ସବୁ ଦଳର ଅଙ୍କ କଷା ଫେଲ : ବିଜେଡି ଆଗରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁ ଦଳର ଅଙ୍କ କଷା ଫେଲ ମାରିଛି । ପ୍ରଥମ ଦିନରେ ଗଣତିରେ ଓଡିଶାରେ ବାଜିମାତ କରିଛି ବିଜେଡି । ଯଦିବି ବିଜେପି ବେଶ ଆଶା ବାନ୍ଧିଥିଲା ଅନେକ ସ୍ଥାନରେ ଉତ୍ସାହ ଜନକ ଫଳାଫଳ ଆସିବ ବୋଲି, ତଥାପି ବିଜେପିର ସବୁ ଆଶା ପାଣି ଫାଟି ଯାଇଛି । ଅନ୍ୟ ପକ୍ଷରେ
Read More...

ବରଗଡ଼ ଜିଲ୍ଲାର ଭୋଟ ଗଣତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ଆଜି ସକାଳୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ପାଇକମାଳ ବ୍ଲକକୁ ଛାଡିଦେଲେ ସବୁଠି ବିଜୁ ଜନତା ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି । ରାତି ୮ଟା ସୁଦ୍ଧା ଆମ୍ଭାଭୋନା
Read More...

ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ଆସୁଛି ଜନମତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନିର୍ବାଚନ ଫଳାଫଳରେ ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ଜନମତ ଆସିଥିବା ସ୍ପଷ୍ଟ ହୋଇଯାଇଛି । କଂଗ୍ରେସ ଦଳ ଏଥର ନିଜ ସ୍ଥିତି ସୁଧାରିବା ପାଇଁ ଜୋର୍ ବଳ କଷିଥିଲେ ମଧ୍ୟ ଜନତା ଜନାର୍ଦ୍ଦନ କଂଗ୍ରେସକୁ ଏକ ପ୍ରକାର ପୁଣି ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ୍‌ ନଂ.୩୩ରେ ୫ମ ରାଉଣ୍ଡ ଭୋଟ ଗଣତି ଶେଷ : ୧୨୪୧ଟି ଭୋଟରେ ଆଗୁଆ ଅଛି ବିଜେଡ଼ି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ୍‌ ନଂ.୩୩ରେ ୫ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଯାଇଥିବା ବେଳେ ବିଜେଡ଼ି ୧୨୪୧ଟି ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି । ତେବେ ବିଜେଡ଼ିକୁ ଏପର୍ଯ୍ୟନ୍ତ ୪୬୭୬ଟି ଭୋଟ ମିଳିଥିବା ବେଳେ କଂଗ୍ରେସ ମୁଣାକୁ ଯାଇଛି ୩୪୩୫ଟି ଭୋଟ ।
Read More...

୧୨ନଂ ଜିଲ୍ଲା ପରିଷଦ ଜୋନ୍‌ର ଭୋଟ ଗଣନା ଜାରି : ୬ଷ୍ଠ ରାଉଣ୍ଡ ସୁଦ୍ଧା କଂଗ୍ରେସଠୁ ଆଗରେ ରହି ମଜବୁତ୍ ସ୍ଥିତିରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରେ ଥିବା ୧୩ଟି ପଞ୍ଚାୟତ ତଥା ୧୨ନଂ ଜିଲ୍ଲା ପରିଷଦ ଜୋନ୍‌ର ଭୋଟ ଗଣତି ଚାଲିଛି । ଖବର ଲେଖାଯିବା ପର୍ଯ୍ରନ୍ତ ୬ଟି ରାଉଣ୍ଡ ଗଣନା ସରିଛି । ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥିନୀ ଆରମ୍ଭରୁ ଆଗୁଆ ରହି ଆସିଛନ୍ତି । ୬ଷ୍ଠ ରାଉଣ୍ଡର
Read More...

ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ୍‌ ନଂ ୩, ୧୪, ୨୬ରେ ପଞ୍ଚମ ରାଉଣ୍ଡରେ ବିଜେଡି ଆଗୁଆ, ଗଣତି ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ଜୋନ୍‌ ନଂ ୩ରେ ତିନି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ମେହେର ୧୨୫୨ ଭୋଟରେ ଆଗୁଆ ଥିବା ବେଳେ ପାଟଣାଗଡ଼ ଜୋନ ନଂ ୧୪ର ପାଞ୍ଚ ରାଉଣ୍ଡ ସୁଦ୍ଧା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ବିଶେଶ୍ୱରୀ ବରିହା ୩୦୪୧
Read More...

ୟୁକ୍ରେନ୍‌ ରାଜଧାନୀ କ୍ୱିବ୍‌ ଉପରେ ରୁଷ୍‌ ସେନାର ଜବରଦସ୍ତ ବୋମା ରକେଟ୍‌ ମାଡ଼ : ଦେଶ ଛାଡ଼ି ପଳାଉଛନ୍ତି ହଜାର ହଜାର…

କ୍ୱିବ୍‌ : ଆଜି ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନ୍‌ ରାଜଧାନୀ କ୍ୱିବ୍‌ ଉପରେ ରୁଷ୍‌ ସେନା ପ୍ରଚଣ୍ଡ ବୋମା ଓ ରକେଟ୍‌ ମାଡ଼ କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରୁଷ୍‌ର ନୃଶଂସ ଆକ୍ରମଣରେ ଆତଙ୍କିତ ହୋଇ ହଜାର ହଜାର ସଂଖ୍ୟାର ୟୁକ୍ରେନୀ ପ୍ରାଣ
Read More...

ଗାଡ଼ିପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାର୍‌ପିଟ୍‌

ବୀରମହାରାଜପୁର : ବୀରମହାରାଜପୁର ସହରର ମୁଖ୍ର ଦୈନିକ ବଜାର ନିକଟରେ ଗୁରୁବାର ସନ୍ଧ୍ୟାରେ ଗାଡ଼ି ପାର୍କିଂକୁ ନେଇ ମାର୍‌ପିଟ୍‌ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ୠତ ଗୁରୁବାର ରାତି ୮ଟାରେ ବଜାର ନିକଟସ୍ଥ କ୍ରିଷ୍ଣା କିରାନା ଦୋକାନ ଆଗରେ ତାଙ୍କ ଚାରିଚକିଆ ଡାଲା ଗାଡ଼ି ଥିଲା ।
Read More...