Daily Archives

ଓଡ଼ିଶାର ଇସ୍ପାତ କମ୍ପାନୀଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ : ରାମ ଚନ୍ଦ୍ର ପ୍ରସାଦ ସିଂ ଭୁବନେଶ୍ୱର, (ପିଆଇବି) : ଇସ୍ପାତ ମନ୍ତ୍ରଣାଳୟ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ
Read More...

କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜୋନରେ ବିଜେଡି ରହିଛି ଆଗୁଆ

କେନ୍ଦ୍ରାପଡା : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ପ୍ରଥମ ରାଉଣ୍ଡ ତଥା ଅପରାହ୍ନ ୧ଟା ସୁଦ୍ଧା ଜିଲ୍ଲାର ୯ଟି ବ୍ଲକର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଥିବା ଜଣାପଡିଛି । ଆଜି ପ୍ରଥମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ଜୋନର ଜିଲା ପରିଷଦ
Read More...

୮୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର

ଲାଞ୍ଜିଗଡ଼ : ବିଶ୍ୱନାଥପୁରଠାରୁ ବିଜେପୁରକୁ ସଂଯୋଗ କରୁଥିବା ହାତୀଶାଳ ଘାଟିରେ ଏକ କପା ବୋଝେଇ କଣ୍ଟେନର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଲ୍ୟାଣ ସିଙ୍ଗପୁରଠାରୁ ଏକ କପା ବୋଝେଇ କଣ୍ଟେନର ବଲାଙ୍ଗିର ଯାଉଥିବା ବେଳେ
Read More...

୧୦ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଲଖନା ଥାନା ଦଲଦଲି ନିକଟରେ ଅବକାରୀ ବିଭାଗ ଚଢ଼ଉ କରି ୧୦ କେଜି ୩ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଦଳଦଲି ଗାଁର ବାସୁଦେବ ହଂସ(୩୦)କୁ ଗିରଫ କରିଥିବା ସୂଚନା ରହିଛି । ଅବକାରୀ ଆଇନ
Read More...

‘ଗ୍ଲୋବାଲ ଇଣ୍ଡିଆ ଆଚିଭ୍‌ମେଣ୍ଟ୍‌’ ପୁରସ୍କାରପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍‌ ଡା.…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନୂଆଦିଲ୍ଳୀରୁ ସମ୍ମାନଜନକ ଗ୍ଲୋବାଲ ଇଣ୍ଡିଆ ଏକ୍ସଲେନ୍ସ ଆଚିଭମେଣ୍ଟ ଆୱାର୍ଡ-୨୦୨୧ରେ ସମ୍ମାନିତ ବ୍ରହ୍ମପୁର ମହାନଗରର ଦୁଇ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥ ଓ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡ଼ା.ପୂର୍ଣ୍ଣଚନ୍ଦ୍ର
Read More...

କୁନ୍ଦୋମାଲରେ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ କୁନ୍ଦେମାଲ ଗାଁରେ ପ୍ରଶାସନ ଏକ ବାଲ୍ୟବିବାହ ବନ୍ଦ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୁନ୍ଦେମାଲ ଗାଁର କ୍ଷମାନିଧି ବକୁଲଙ୍କ ନାବାଳିକା ଝିଅର ଦେଓଗାଁ ବ୍ଲକ୍‌ ଜରାସିଂହା ନିକଟସ୍ଥ ଜମାଦାର ପାଲି ଗାଁର ଶ୍ୟାମଘନ ବାଗ୍‌ଙ୍କ
Read More...

ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ଚତୁର୍ଥ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୧୬୯ ଭୋଟରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ଚତୁର୍ଥ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୧୬୯ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ. ୨୨ର ଭୋଟ ଗଣତି ପ୍ରକିୟା ଜାରି ରହିଥିବା ବେଳେ ବର୍ତ୍ତମାନ ଚତୁର୍ଥ
Read More...

ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ତୃତୀୟ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୨୭୬ ଭୋଟରେ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ.୨୨ରେ ତୃତୀୟ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥିନୀ ଅନାମିକା ହୋତା ୨୭୬ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ଜୋନ୍‌ ନଂ. ୨୨ର ଭୋଟ ଗଣତି ପ୍ରକିୟା ଜାରି ରହିଥିବା ବେଳେ ବର୍ତ୍ତମାନ ତୃତୀୟ
Read More...

ୟୁକ୍ରେନରେ ଫସିରହିଲେ ସିନାପାଲି ଅଞ୍ଚଳର ଡାକ୍ତରୀ ଛାତ୍ର ଆଶିଷ

ନୂଆପଡ଼ା, (ନିରାକାର ମେହେର) : ୟୁକ୍ରେନରେ ଯୁଦ୍ଧର ପରିସ୍ଥିତି ଦେଖା ଦେଉଥିବା ଦୂରଦର୍ଶନ ଖବର ମାଧ୍ୟମରେ ପ୍ରଚାରିତ ହେଉଛି । ଏପରି ପରିସ୍ଥିତିରେ ୟୁକ୍ରେନରେ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିବା ନୂଆପଡା ଜିଲ୍ଲାର ତିନିଗୋଟି ଛାତ୍ର ସେଠାରେ ଫସି ରହଥିବା ଖବର ସାମ୍ନାକୁ ଆସିଛି ।
Read More...

ଖୋଲିଲା ଭୋଟ ବାକ୍ସ : ୧୪ଟି ଭୋଟ କେନ୍ଦ୍ରରେ ଗଣତି ପାଇଁ ୫୮୮ କର୍ମଚାରୀ ନିୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଠୁ ଆରମ୍ଭ ହୋଇ ୩ ଦିନ ଧରି ଭୋଟ ଗଣତି ପ୍ରକ୍ରିୟା ଜାରି ରହିବ । ତେବେ ୧୪ଟି କେନ୍ଦ୍ରରେ ଭୋଟ ଗଣତି ପାଇଁ ୫୮୮ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭୋଟ ଗଣତି କାର୍ଯ୍ୟ ଶୃଙ୍ଖଳାର ସହ ସମାପନ କରିବାକୁ
Read More...