pakka

ବରଗଡ଼ ଜିଲ୍ଲାର ଭୋଟ ଗଣତି

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ଆଜି ସକାଳୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ପାଇକମାଳ ବ୍ଲକକୁ ଛାଡିଦେଲେ ସବୁଠି ବିଜୁ ଜନତା ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି । ରାତି ୮ଟା ସୁଦ୍ଧା ଆମ୍ଭାଭୋନା ବ୍ଲକର ଗଣତି ୧୩ ରାଉଣ୍ଡରେ ପହଞ୍ଚି ଥିବା ବେଳେ ଅନ୍ୟ ବ୍ଲକ ଗୁଡ଼ିକର ୯ ରାଉଣ୍ଡ ଭୋଟ ଗଣତି ଚାଲିଛି ।

jay balangir
Leave A Reply

Your email address will not be published.

five + three =

error: Content is protected !!