pakka

ଅନ୍ୟ ସବୁ ଦଳର ଅଙ୍କ କଷା ଫେଲ : ବିଜେଡି ଆଗରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁ ଦଳର ଅଙ୍କ କଷା ଫେଲ ମାରିଛି । ପ୍ରଥମ ଦିନରେ ଗଣତିରେ ଓଡିଶାରେ ବାଜିମାତ କରିଛି ବିଜେଡି । ଯଦିବି ବିଜେପି ବେଶ ଆଶା ବାନ୍ଧିଥିଲା ଅନେକ ସ୍ଥାନରେ ଉତ୍ସାହ ଜନକ ଫଳାଫଳ ଆସିବ ବୋଲି, ତଥାପି ବିଜେପିର ସବୁ ଆଶା ପାଣି ଫାଟି ଯାଇଛି । ଅନ୍ୟ ପକ୍ଷରେ କଂଗ୍ରେସର ସ୍ଥିତି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଫଳାଫଳରେ ଅତ୍ୟନ୍ତ ଶୋଚନୀୟ ଜଣାପଡୁଛି । ଆଗରେ ରହିଛି ବିଜେଡି, ଅନ୍ୟ ଦୁଇ ପ୍ରମୁଖ ଦଳକୁ ପଛରେ ପକାଇ । ଓଡିଶାର ବିଜେଡି ଶିବିରରେ ଉତ୍ସାହ ଦେଖା ଦେଇଥିବା ବେଳେ କଂଗ୍ରେସ ଶିବିରରେ ଅତ୍ୟନ୍ତ ନିରୁତ୍ସାହଜନକ ସ୍ଥିତି ଦେଖିବାକୁ ମିଳୁଛି ।

jay balangir
Leave A Reply

Your email address will not be published.

5 − 3 =

error: Content is protected !!