Daily Archives

ବଲାଙ୍ଗିର-ବରଗଡ ଜାତୀୟ ରାଜପଥ୨୬ କରନ ଢାବା ନିକଟରେ ସଡକ ଦୁର୍ଘଟଣା, ବାଇକ ଚାଳକ ଡାକ୍ତର ଖାନାରେ ଭର୍ତ୍ତି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ବରଗଡ ଜାତୀୟ ରାଜପଥ ୨୬ ମାନସ ବିହାର ରୁଗୁଡିଖାଲ କରନ ଢାବା ନିକଟରେ ନୂତନ ତିଆରି କଲଭର୍ଟରେ ଏକ ବାଇକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଡୁଙ୍ଗୁରିପାଲିର ସହଲା ଗ୍ରାମରୁ ବୁଢିପଦରଗ୍ରାମକୁ ବାହାଘର ଆସିଥିବା ଜଣେ
Read More...

ଶାସ୍ତ୍ରୀନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଶାସ୍ତ୍ରୀ ନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀ ନଗର କଲ୍ଚରାଲ ଆସୋସିଏସନ୍‌ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରଟି ମୁଖ୍ୟତଃ ଶାସ୍ତ୍ରୀ ନଗର ଅଞ୍ଚଳରେ କରୋନାରେ ପ୍ରାଣତ୍ୟାଗ କରିଥିବା ବାସିନ୍ଦା ତଥା
Read More...

ପିତୃମାତୃହୀନ ଶିଶୁଙ୍କୁ ଜିଲ୍ଲାପାଳଙ୍କ ସହାୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ବଲାଙ୍ଗିର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିବା ୨୦ ହଜାର ଟଙ୍କା ସହାୟତାକୁ ଲକ୍ଷ୍ମୀ ସିଂ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡା. ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ସୁନିତା
Read More...

ବଲାଙ୍ଗିର ଜିଲ୍ଲାରେ ୫ମ ପର୍ଯ୍ୟାୟ ମତଦାନ ଶେଷ : ୭୮.୩୮ ପ୍ରତିଶତ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୫ମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଜି ସମୁଦାୟ ୭୮.୩୮ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆଜି ଜିଲ୍ଲାରେ ୫ମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ସଇଁତଲା ଏବଂ ଟିଟିଲାଗଡ଼ ବ୍ଲକ୍‌ରେ ଭୋଟ ଗ୍ରହଣ
Read More...

ବିରିଘାଟ ଜଙ୍ଗଲରୁ ମିଳିଲା ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ଶବ : ପ୍ରେମ ଜନିତ ହତ୍ୟା ଅଭିଯୋଗ, ସ୍ୱିକାର କଲା ପ୍ରେମିକା

ବୌଦ୍ଧ, (ବଂଶୀଧର ମାଝୀ) : ଶିକ୍ଷକ ନିଖୋଜ ଘଟଣାର ଦୀର୍ଘ ୧୨ ଦିନପରେ ମିଳିଲା ଅର୍ଦ୍ଧଦଗ୍ଧ ଶବ । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ନିଜ ଗାଁ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିଲେ । ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ସଂପର୍କୀୟ ଭାଇ ବିଜେ ସହ ଏକ
Read More...

ଜବର୍‌ଦସ୍ତ ଗୁଳି ଓ ବୋମା ବର୍ଷଣ : ୟୁକ୍ରେନ୍‌ ମାଟି କୁରୁକ୍ଷେତ୍ର ପାଲଟିଲା

କ୍ୱିବ୍‌ : ଜବର୍‌ଦସ୍ତ ଗୁଳି ଓ ବୋମା ବର୍ଷଣ ଜାରି ରହିଥିବା ୟୁକ୍ରେନ୍‌ ମାଟି କୁରୁକ୍ଷେତ୍ର ପାଲଟିଛି । ରୁଷ୍‌ର ଘନଘୋର ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ୍‌ ବି ମୁହୁଁତୋଡ଼୍‌ ଜବାବ୍‌ ଦେଉଥିବା ୟୁକ୍ରେନ୍‌ ଦାବୀ କରୁଛି । ୟୁକ୍ରେନ୍‌ରେ ବିଧ୍ୱଂସର ତାଣ୍ଡବଲୀଳାରେ ସାରା ବିଶ୍ୱରେ
Read More...

ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ : ୭୮.୪୩% ମତଦାନ, ୮ ଜଣ ତୃତୀୟ ଲିଙ୍ଗୀଙ୍କ ଭୋଟଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଏକ ମାସ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ (୫ମ) ଭୋଟ ଗ୍ରହଣ ଆଜି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ୨୭ଟି ଗ୍ରାମ ପଞ୍ଚାୟତରେ ଶେଷ ହୋଇଛି । ସାମାନ୍ୟ ଗଣ୍ଡଗୋଳକୁ ଛାଡିଦେଲେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ
Read More...

ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କ ସହ

ନୂଆଦିଲ୍ଲୀ : ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କ ସହ ବୋଲି ସୂଚନା ମିଳିଛି । ୟୁକ୍ରେନ୍‌ ତରଫରୁ ରୁଷ୍‌ ରାଷ୍ଟ୍ରପତି ପୁତିନ୍‌ଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ
Read More...

ୟୁକ୍ରେନ୍‌ରେ ହାହାକାର : ଯୁଦ୍ଧ ଜାରି

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ହାହାକାର, ଯୁଦ୍ଧ ଜାରି । ୟୁକ୍ରେନ୍‌ର ମିତ୍ର ଦେଶମାନଙ୍କର ସମସ୍ତ ପ୍ରକାର ଅନୁରୋଧ ତଥା ଚେତାବନୀକୁ ବେଖାତିର କରିଛି ରୁଷ୍‌ । ରୁଷ୍‌ର ଆକ୍ରମଣକୁ ଜବର୍‌ଦସ୍ତ ସାମ୍ନା କରୁଛି ୟୁକ୍ରେନ୍‌ । ରୁଷ୍‌ର ରକେଟ୍‌ ମାଡ଼ରେ ୟୁକ୍ରେନ୍‌ର ୪୦ ସୈନିକ ଓ ୧୦ ଜଣ ନାଗରିକଙ୍କ
Read More...

ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଲା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି । ରୁଷ ଘନଘୋର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍‌ରେ ବିନାଶ ଲୀଳା ଆରମ୍ଭ ହୋଇଯାଇଛି । ୧୮ ହଜାରରୁ ଅଧିକ ଭାରତୀୟମାନଙ୍କୁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିବାକୁ ମଧ୍ୟ ଭାରତ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇ ସାରିଛି
Read More...