pakka

ୟୁକ୍ରେନ୍‌ରେ ହାହାକାର : ଯୁଦ୍ଧ ଜାରି

bbehera

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ହାହାକାର, ଯୁଦ୍ଧ ଜାରି । ୟୁକ୍ରେନ୍‌ର ମିତ୍ର ଦେଶମାନଙ୍କର ସମସ୍ତ ପ୍ରକାର ଅନୁରୋଧ ତଥା ଚେତାବନୀକୁ ବେଖାତିର କରିଛି ରୁଷ୍‌ । ରୁଷ୍‌ର ଆକ୍ରମଣକୁ ଜବର୍‌ଦସ୍ତ ସାମ୍ନା କରୁଛି ୟୁକ୍ରେନ୍‌ । ରୁଷ୍‌ର ରକେଟ୍‌ ମାଡ଼ରେ ୟୁକ୍ରେନ୍‌ର ୪୦ ସୈନିକ ଓ ୧୦ ଜଣ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ବେଳେ ରୁଷ୍‌ର ୫୦ ସୈନିକଙ୍କୁ ହତ୍ୟା କରିଥିବା ମଧ୍ୟ ୟୁକ୍ରେନ୍‌ ଦାବୀ କରିଛି । ରୁଷ୍‌ର ଯୁଦ୍ଧ ବିମାନକୁ ଧ୍ୱଂସ କରିଥିବା ବେଳେ ୨ ରୁଷୀୟ ସୈନ୍ୟଙ୍କୁ କାବୁ କରିଥିବା ୟୁକ୍ରେନ୍‌ କହିଛି । ଭାରତ ପକ୍ଷରୁ ଶାନ୍ତିବାର୍ତ୍ତାର ପ୍ରସ୍ତାବ ରୁଷ୍‌ ପାଖକୁ ଦିଆଯାଇପାରେ ବୋଲି ବିଶ୍ୱରେ ବିଶ୍ୱାସ କରାଯାଉଥିବା ବେଳେ ଆମେରିକା ତଥା ନାଟୋର ରୁଷ୍‌ ବିରୁଦ୍ଧରେ କିଭଳି ପଦକ୍ଷେପ ରହିବ, ସେଥିପ୍ରତି ସାରା ବିଶ୍ୱର ନଜର ରହିଛି ।

jay balangir
Leave A Reply

Your email address will not be published.

ten − 1 =